ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼, ଥାନାରେ ମାମଲା

ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନାରେ। ଜଣେ ଆଶାକର୍ମୀଙ୍କୁ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ଚାପୁଡା ମାଡ ମାରିବା ଘଟଣା ଥାନାରେ ପହଂଚିଛି।

ବଣ୍ଡାଘାଟିର ଜଳଦୂତ ମାଳତୀ

ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ମହିଳା। ବଣ୍ଡାଘାଟି ରେ ଥିବା ଏକ ଗାଁରେ ପାଣି ସମସ୍ୟା ଉତ୍କଟ ଥିଲା। ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଠିକ ଏହି ସମୟରେ ପହଞ୍ଚିଥିଲେ ଗାଁରେ ସ୍ନାତକୋତ୍ତର ପାଠ ପଢିଥିବା ସୁନା ଝିଅ ମାଳତୀ।