ଉତ୍କଳୀୟ ନୌବାଣିଜ୍ୟର ଜ୍ୱଳନ୍ତ ନିଦର୍ଶନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା

ଓଡ଼ିଶାରେ ବାର ମାସରେ ତେର ପରବ ଆଉ କାର୍ତ୍ତିକ ପୂର୍ଣ୍ଣିମା ସେଥିମଧ୍ୟରୁ ଅନ୍ୟତମ। ପୁରାଣ ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ଏବଂ ପୂଣ୍ୟର ମାସ କୁହାଯାଏ। ବିଶ୍ୱାସ ରହିଛି ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କଲେ ପୂଣ୍ୟଲାଭ ହୋଇଥାଏ। ହେଲେ କାର୍ତ୍ତିକ ପୂର୍ଣ୍ଣିମା ସହ ଓଡ଼ିଶାର ରହିଛି…

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ, ମନରୁ ଲିଭିନି ସେ ପ୍ରଳୟଙ୍କରୀ ଦୃଶ୍ୟ

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ। ୧୯୯୯ ମସିହା ଅକ୍ଟୋବର ୨୯ରେ ଓଡ଼ିଶାରେ ସାମୁଦ୍ରିକ ଝଡ଼ ରଚିଥିଲା ସଂହାର ଲୀଳା। ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖାଇ ଦେଇ‌ଥିଲା ୧୯୯୯ ମହାବାତ୍ୟା। ପ୍ରକୃତିର କରାଳ ରୂପ ଦେ‌ଖିଥିଲେ ଓଡ଼ିଶାବାସୀ। ପ୍ରକୃତି ରଚିଥିଲା ତା'ର ମହାତାଣ୍ଡବ।…