ଇତିହାସର ମୁକସାକ୍ଷୀ ଓଡ଼ିଶାର ଉଲାପଗଡ଼ ପାହାଡ

ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ  ଅବସ୍ଥିତ  ଝାରସୁଗୁଡା ଜିଲ୍ଲାର ଐତିହାସିକ  ଓ ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ । ଓଡ଼ିଶାରେ ଥିବା ଅନେକ ପାହାଡର ରହିଛି ଭିନ୍ନ ଭିନ୍ନ କାହାଣୀ । ସେଥିମଧ୍ୟରୁ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଉଲାପଗଡ଼ ପାହାଡ ।

ନିଜ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିଥିବା ଏକ ସମ୍ପ୍ରଦାୟ ହେଉଛି ବିନ୍‌ଝାଲ୍ ଜନଜାତି

ପ୍ରତ୍ୟେକ ଆଦିବାସୀ ନିଜସ୍ୱ ଭାଷା,ପରମ୍ପରା ଓ ସଂସ୍କୃତି ରହିଛି । ନିଜର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଥିବା ସେମିତି ଏକ ସମ୍ପ୍ରଦାୟ ହେଉଛନ୍ତି ବିନ୍‌ଝାଲ୍ ।

୪ ରାଜ୍ୟସଭା ଆସନ ପାଇଁ ଚର୍ଚ୍ଚା ଜୋର; ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ?

ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ । ୩ଟି ଆସନ ପାଇଁ ନିର୍ବାଚନ ଓ ଆଉ ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ । ଓଡିଶାରୁ ୪ ଟି ଆସନ, ହେଲେ ଆଶାୟୀ ଅନେକ । 

ଏବର୍ଷ ଭକ୍ତଙ୍କ ଗହଣରେ ହେବ ପବିତ୍ର ମହାସ୍ନାନ ଯାତ୍ରା

ଗତ ଦୁଇ ବର୍ଷ ହେବ କୋଭିଡ କାରଣରୁ ବିନା ଭକ୍ତରେ ହେଉଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ଅର୍ଥାତ ଘରେ ବସି ଡିଜିଟାଲରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁମାନେ  । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ସିଧାସଳଖ ସ୍ନାନଯାତ୍ରାରେ ସାମିଲ ହେବେ।

କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ଖର୍ଚ୍ଚ ହେବ ୭୦ କୋଟି ଟଙ୍କା

କଟକର ଅଧିଷ୍ଠାତ୍ରୀ ଦେବୀ ମାଁ କଟକ ଚଣ୍ଡୀ ଯାହାକି ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ । ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା ।

ଅଧିକ ସଶକ୍ତ ହେବ ମିଶନ ଶକ୍ତି; ଆଗାମୀ 5 ବର୍ଷରେ ଖର୍ଚ୍ଚ ହେବ ୪୯୭୩.୩୯ କୋଟି

ଆସନ୍ତା ୫ ବର୍ଷରେ ମିଶନଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି । ଏବେ ମିଶନ ଶକ୍ତିର ନୀରବ ବିପ୍ଳବ ଆହୁରି ମଜବୁତ ହେବ ।

ଚିନ୍ତା ବଢ଼ାଉଛି ‘ଟମାଟୋ ଫ୍ଲୁ’; ମୁକାବିଲା ନେଇ ଓଡ଼ିଶାରେ ପ୍ରସ୍ତୁତି

କରୋନାକୁ ପରେ ଏବେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ। ଓଡିଶା ପ୍ରତି ବିପଦ ଥିବା ହେତୁ ଏ ନେଇ ଆଗୁଆ ପ୍ରସ୍ତୁତି କରିଛି ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ।

ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ ପ୍ରବେଶ ପଥ; ଶୋଭା ବଢାଇବ ଓ୍ବାଟର ଫାଉଣ୍ଟେନ୍

ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ । ଏଥିପାଇଁ ପ୍ରସ୍ତୁତ ହୋଇ ସାରିଛି ନକ୍ସା ।  ପ୍ରଶସ୍ତ ରାସ୍ତା ସାଙ୍ଗକୁ ନୂଆ ପ୍ରବେଶ ପଥ ସମ୍ମୁଖରେ ଶୋଭା ପାଇବ ଓ୍ବାଟର ଫାଉଣ୍ଟେନ୍ ।

ବ୍ରଜରାଜନଗର ଉପନିର୍ବାଚନ: ଆଜିଠୁ ଜମିବ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ଦଳର ରଣନୀତି ପ୍ରସ୍ତୁତି ସରିଛି । ଏବେ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ହାତେଇବାକୁ ଚେଷ୍ଟା କରିବେ ସବୁ ଦଳ । ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବେ ନେତା ଓ ମନ୍ତ୍ରୀ ।