Browsing Tag

Koraput

ଶହୀଦ ଲକ୍ଷ୍ମଣ ନାୟକ – ଏ ଜାତିର ଚିର ନମସ୍ୟ

ଶହୀଦ ଲକ୍ଷ୍ମଣ ନାୟକ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସେ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଜଣେ ପରିଚିତ ଚେହେରା ଭାବେ ସାମ୍ନାକୁ ଆସିଥିଲେ ।

କୋଟିଆ ସମସ୍ୟାର ସମାଧାନ କିପରି ସମ୍ଭବ?

ଆନ୍ଧ୍ର ସରକାର ଗୋଟେ ପଟେ ଆଲୋଚନା କରୁଥିବା ବେଳେ ଅନ୍ୟ ପଟେ ଚଞ୍ଚକତା ଓ ବିଶ୍ୱାସଘାତକତା କରି ଓଡ଼ିଶା ରାଜ୍ୟର କିଛି ଅଞ୍ଚଳକୁ ଦଖଲ କରିବାପାଇଁ ସମସ୍ତ ଯୋଜନା ମୁତାବକ କାମ କରୁଛି କୋଟିଆ ଅଞ୍ଚଳରେ !