Trending
- Joint Parliamentary Committee (JPC) on One Nation, One Election: Members and Key Updates
- Mumbai Boat Tragedy: 13 Dead After Navy Craft Collides With Passenger Ferry
- TNI News Digest – December 18, 2024
- Congress protests against Amit Shah’s comments on BR Ambedkar
- PM Modi Highlights Significance of Naming Andaman Islands After Military Heroes
- TNI Evening News Headlines – December 18, 2024
- Closing bell: Sensex down, Nifty closes in red
- Massive Crackdown on Electricity Thieves in Sambhal
- Railways clarifies on misleading reports about Free Travel during Maha Kumbh
- First-ever tagging of Ganges River Dolphin in Assam
Browsing Category
Odisha Insight
Odisha News is being published under this section.
ଲଖିମପୁର-ଖେରି ହତ୍ୟାକାଣ୍ଡ: କୋଉଠି ଲୁଚିଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ?
ଲଖିମପୁର-ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର କ୍ରାଇମବ୍ରାଞ୍ଚ ଆଗରେ ହାଜର ହୋଇନାହାନ୍ତି। କ୍ରାଇମବ୍ରାଞ୍ଚରେ।
୧୭ତମ ଲୋକସଭାର ଅଢେଇବର୍ଷ ପରେ ବି ଖାଲି ପଡିଛି ଉପବାଚସ୍ପତି ପଦ
୧୭ତମ ଲୋକସଭା ଗଠନକୁ ଇତିମଧ୍ୟରେ ଅଢେଇବର୍ଷ ପୁରିଗଲାଣି। ଏପର୍ଯ୍ୟନ୍ତ ଉପବାଚସ୍ପତି ପଦଟି ପୂରଣ ହୋଇପାରିନାହିଁ । ୨୦୧୯ ଜୁନ ୧୭ ତାରିଖରେ ସଂସଦର ପ୍ରଥମ ବୈଠକ ହୋଇଥିଲା।
ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ
ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ GIS ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି
ଦୁବାଇରେ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ
ଓଡ଼ିଶା ସମାଜ ୟୁଏଇ ଓ ଆନ୍ତର୍ଜାତୀୟସ୍ତରରେ ଚଳଚ୍ଚିତ୍ର ପ୍ରଯୋଜକ ,ପ୍ରମୋଟର ଏବଂ କ୍ୟୁରେଟର ଜିତେନ୍ଦ୍ର ମିଶ୍ର ଏବଂ ତାଙ୍କ ସଂସ୍ଥା "ସିନେମା ଫର ଗୁଡ "ପକ୍ଷରୁ ଏକ ଚଳଚ୍ଚିତ୍ର ମହୋତ୍ସବ 'ସିନେ ଓଡ଼ିଶା 'ଅନୁଷ୍ଠିତ ହେବ ।
ଲୋକାର୍ପିତ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’
ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଟିଡିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି ।
ପିପିଲି ଚାନ୍ଦୁଆ ବ୍ୟବସାୟ କରି ସ୍ଵାବଲମ୍ବୀ ହେଲେ ମହିଳା
ପିପିଲିର ପ୍ରସିଦ୍ଧ ଚାନ୍ଦୁଆ କାମ କେବଳ ପିପିଲିରେ ସୀମିତ ହୋଇ ରହିନାହିଁ । ଦେଶବିଦେଶରେ ମଧ୍ୟ ଏହାର ଚାହିଦା ବଢିଛି । ଚାନ୍ଦୁଆର ବଜାର ଥିବାରୁ ପିପିଲି ବାହାରେ ଚାହିଦା ବଢିବା ସହିତ ଅନେକ ଲୋକ ଏହାକୁ ବୃତ୍ତି ଭାବେ ଗ୍ରହଣ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।
ମୋ ସରକାରକୁ ପରବର୍ତ୍ତୀ ସ୍ତରକୁ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର କାର୍ଯ୍ୟାନୁଷ୍ଠାନ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଆସିଛନ୍ତି। ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି…
ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ପାଇବ ଏକ ନୂଆ ରୂପ
ଆଲୋକିକରଣରେ ଝଲସିବ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ଦାରିଙ୍ଗବାଡି ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ରାୟପୁର ଗୋପାଳପୁର ରାସ୍ତା ର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ୟବସ୍ଥା କରାଯିବ। ଯାହା ଫଳରେ କନ୍ଧମାଳ ଜିଲ୍ଲା ରେ ଥିବା ଦାରିଙ୍ଗବାଡି କୁ ଏକ ନୂଆ ରୂପ ମିଳିବ।
ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼, ଥାନାରେ ମାମଲା
ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନାରେ। ଜଣେ ଆଶାକର୍ମୀଙ୍କୁ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ଚାପୁଡା ମାଡ ମାରିବା ଘଟଣା ଥାନାରେ ପହଂଚିଛି।