Browsing Category

Odisha Insight

Odisha News is being published under this section.

ଦୁବାଇରେ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ

ଓଡ଼ିଶା ସମାଜ ୟୁଏଇ ଓ ଆନ୍ତର୍ଜାତୀୟସ୍ତରରେ ଚଳଚ୍ଚିତ୍ର ପ୍ରଯୋଜକ ,ପ୍ରମୋଟର ଏବଂ କ୍ୟୁରେଟର ଜିତେନ୍ଦ୍ର ମିଶ୍ର ଏବଂ ତାଙ୍କ ସଂସ୍ଥା "ସିନେମା ଫର ଗୁଡ "ପକ୍ଷରୁ ଏକ ଚଳଚ୍ଚିତ୍ର ମହୋତ୍ସବ 'ସିନେ ଓଡ଼ିଶା 'ଅନୁଷ୍ଠିତ ହେବ ।

ଲୋକାର୍ପିତ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’

ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଟିଡିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି ।

ପିପିଲି ଚାନ୍ଦୁଆ ବ୍ୟବସାୟ କରି ସ୍ଵାବଲମ୍ବୀ ହେଲେ ମହିଳା

ପିପିଲିର ପ୍ରସିଦ୍ଧ ଚାନ୍ଦୁଆ କାମ କେବଳ ପିପିଲିରେ ସୀମିତ ହୋଇ ରହିନାହିଁ । ଦେଶବିଦେଶରେ ମଧ୍ୟ ଏହାର ଚାହିଦା ବଢିଛି । ଚାନ୍ଦୁଆର ବଜାର ଥିବାରୁ ପିପିଲି ବାହାରେ ଚାହିଦା ବଢିବା ସହିତ ଅନେକ ଲୋକ ଏହାକୁ ବୃତ୍ତି ଭାବେ ଗ୍ରହଣ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।

ମୋ ସରକାରକୁ ପରବର୍ତ୍ତୀ ସ୍ତରକୁ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର କାର୍ଯ୍ୟାନୁଷ୍ଠାନ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଆସିଛନ୍ତି। ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି…

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ପାଇବ ଏକ ନୂଆ ରୂପ

ଆଲୋକିକରଣରେ ଝଲସିବ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ଦାରିଙ୍ଗବାଡି ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ରାୟପୁର ଗୋପାଳପୁର ରାସ୍ତା ର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ୟବସ୍ଥା କରାଯିବ। ଯାହା ଫଳରେ କନ୍ଧମାଳ ଜିଲ୍ଲା ରେ ଥିବା ଦାରିଙ୍ଗବାଡି କୁ ଏକ ନୂଆ ରୂପ ମିଳିବ।

ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼, ଥାନାରେ ମାମଲା

ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନାରେ। ଜଣେ ଆଶାକର୍ମୀଙ୍କୁ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ଚାପୁଡା ମାଡ ମାରିବା ଘଟଣା ଥାନାରେ ପହଂଚିଛି।

ବଣ୍ଡାଘାଟିର ଜଳଦୂତ ମାଳତୀ

ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ମହିଳା। ବଣ୍ଡାଘାଟି ରେ ଥିବା ଏକ ଗାଁରେ ପାଣି ସମସ୍ୟା ଉତ୍କଟ ଥିଲା। ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଠିକ ଏହି ସମୟରେ ପହଞ୍ଚିଥିଲେ ଗାଁରେ ସ୍ନାତକୋତ୍ତର ପାଠ ପଢିଥିବା ସୁନା ଝିଅ ମାଳତୀ।

।। ବିଜୟ ରଥଙ୍କ ବିଦାୟ ।।

ଶ୍ରୀଜଗନ୍ନାଥଙ୍କ ରଥ ବଡ଼ଦାଣ୍ଡରେ ଥିବାବେଳେ, ଆଜି ଦକ୍ଷିଣମୋଡ଼ ଦିନରେ ବିଦାୟ ନେଲେ ବିଜୟ କୁମାର ରଥ। କେବଳ ଶ୍ରୀମନ୍ଦିର ନୁହେଁ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ସଂରକ୍ଷଣ କମିଟିର ମଧ୍ୟ ସେ ସଦସ୍ୟ ଥିଲେ।

ଗଞ୍ଜାମ ଜିଲ୍ଲାରେ ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

ସରକାରୀ ସ୍ତରରେ ଯଦି ଢିଲା ପଣ ଦେଖାଯାଏ ଲୋକସଂଖ୍ଯା ଘନତ୍ୱର ଗଞ୍ଜାମ ଜିଲ୍ଲାରେ ଯେଉଁ ସାମାଜିକ ଚଳଣିର ବ୍ଯବସ୍ଥା ଅଛି କରୋନା ସଂକ୍ରମଣ ପୁଣି କନ୍ଦାଇବ।