Trending
- State Dinner for Putin: Tharoor Invited; Rahul, Kharge Snubbed
- Rourkela–Bhubaneswar Flight Service Resumes After Four Months
- PiN Barta – News @ December 05, 2025
- BJP MP Sujeet Kumar urges removal of “Lord” title for British Rulers in Textbooks and Govt Documents
- TNI Evening News Headlines – December 05, 2025
- Government Takes Urgent Measures to Restore Indigo Flight Schedules
- President Murmu hails Dr. K Laxmi Bai following Bhakta Das’ Request
- India, Russia hold 23rd Annual Summit; focus on Trade, Defence, Energy Ties
- Primary Teachers in Odisha Protest at Lower PMG, Seek Pay Hike and Service Reforms
- Class 10 HSC (Matric) Exam 2026 to begin from February 19
Browsing Category
Odisha Insight
Odisha News is being published under this section.
ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ
ଆଜିଠୁ ପୁଣି ଖୋଲିଛି ସ୍କୁଲ । ଛାତ୍ରଛାତ୍ରୀ ପୁଣି ବ୍ୟାଗରେ ଭର୍ତ୍ତି କରିଛନ୍ତି ବହି ଖାତା। ସ୍କୁଲରେ ଶୁଣା ଯାଇଛି ଘଣ୍ଟି ଶବ୍ଦ । ଦୀର୍ଘ ୨ ବର୍ଷ ପରେ ଶ୍ରେଣୀ ଗୃହ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ।
ଆଜି ଶ୍ରୀପଞ୍ଚମୀ : ମାଁ ସରସ୍ଵତୀଙ୍କ ଜନ୍ମ ଦିନ
ଆଜି ଶ୍ରୀପଞ୍ଚମୀ । ମା’ ସରସ୍ବତୀ ବିଦ୍ୟାଦାୟିନୀ ହୋଇଥିବାରୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା କରିଥାନ୍ତି ।
ଅନେକ ବାଦ ବିବାଦ ପରେ ଖୋଲିବାକୁ ଯାଉଛି ସ୍କୁଲ କଲେଜ
ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରୀ ଲୁଚକାଳି ଖେଳୁଛି । କରୋନା ସଂକ୍ରମଣସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବିଭିନ୍ନ ସମୟରେ ବନ୍ଦ ରଖାଯାଉଛି। ସ୍କୁଲ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି ।
When Biju Babu helped Tushar Gandhi to immerse Gandhiji’s Ashes
When Mahatma Gandhi was assassinated, his body was cremated. However, the ashes were not all immersed in water as dictated by Hindu tradition.
Raghu Nayak – The Forgotten Hero
Everyone knows about Nathuram Godse, the man who shot dead the Father of the nation, Mahatma Gandhi, but hardly one remembers the man who had shown exemplary courage in catching the assassinator on January 30, 1948.
Lotus Attire (Padma Besha) of Mahaprabhu Jagannath in Suriya’s Digital Painting
The sibling deities at Jagannath Temple are attired in ‘Padma Besha’ today, falls between the new moon day of Magha and Basanta Panchami.
ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ନେଇ ଦଳ ଅଡ଼ୁଆରେ
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡରେ ଦୁଇ ସରକାରୀ କର୍ମଚାରୀ ଆହତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ଼ ମାରିଥିବା କୁହାଯାଇଥିଲା ।
ରାଜନୀତିର ଆକର୍ଷଣରେ ବାନ୍ଧିହୋଇ ନିର୍ବାଚନକୁ ଓହ୍ଲାଇଲେ ବଲାଙ୍ଗିର ସୁନ୍ଦରୀ
ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଓଡ଼ିଶାରେ ନିର୍ବାଚନୀ ମାହୋଲ । କିଏ ଚାକିରି ଛାଡ଼ି ରାଜନୀତିରେ ତ ଆଉ କେଉଁଠି ପାଠୁଆ ପିଲା ବିଭିନ୍ନ ପଦବୀ ପାଇଁ ନିବାର୍ଚନ ଲଢୁଛନ୍ତି। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍ ଚୁଡାପାଲି ପଞ୍ଚାୟତରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।
ଚିନ୍ତା ବଢାଇଛି ଆଉ ଏକ କୋଭିଡ ଭୁତାଣୁ ‘ନିଓକୋଭ’
ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ କୋଭିଡ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ତେବେ ଏହି ସମୟ ମଧ୍ୟରେ କୋଭିଡର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସିବା ସହ ଅନେକ ତଥ୍ୟର ବୈଜ୍ଞାନିକମାନେ ଖୁଲାସା କରିଛନ୍ତି ।
ଜିଲ୍ଲା ପରିଷଦ ନିର୍ବାଚନ: ୨୯୮ ସ୍ୱାଧୀନ ପ୍ରାର୍ଥୀ ପ୍ରମୁଖ ଦଳ ପାଇଁ କଣ୍ଟା
କୋଟିଆରେ ସବୁ ରାଜନୈତିକ ଦଳ ମିଳିତ ଭାବେ ଜଣକୁ ପ୍ରାର୍ଥୀ କରିଛନ୍ତି। ଏହି ଆସନକୁ ଛାଡି ବିଜେଡ଼ି ବାକି ୮୫୨ଟି ଜୋନ ପାଇଁ ପ୍ରାର୍ଥୀ ଦେଇଛି । ଗୋଟିଏ ଆସନରେ ଦଳୀୟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଥିବା ବେଳେ ମଇଦାନରେ ୮୫୧ ଜଣ ପ୍ରାର୍ଥୀ ଅଛନ୍ତି।