Odisha Insight

ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ଆଜିଠୁ ପୁଣି ଖୋଲିଛି ସ୍କୁଲ । ଛାତ୍ରଛାତ୍ରୀ ପୁଣି ବ୍ୟାଗରେ ଭର୍ତ୍ତି କରିଛନ୍ତି ବହି ଖାତା। ସ୍କୁଲରେ ଶୁଣା ଯାଇଛି  ଘଣ୍ଟି ଶବ୍ଦ  । ଦୀର୍ଘ ୨ ବର୍ଷ ପରେ ଶ୍ରେଣୀ ଗୃହ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ।

ଆଜି ଶ୍ରୀପଞ୍ଚମୀ : ମାଁ ସରସ୍ଵତୀଙ୍କ ଜନ୍ମ ଦିନ

 ଆଜି ଶ୍ରୀପଞ୍ଚମୀ । ମା’ ସରସ୍ବତୀ ବିଦ୍ୟାଦାୟିନୀ ହୋଇଥିବାରୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା କରିଥାନ୍ତି ।

ଅନେକ ବାଦ ବିବାଦ ପରେ ଖୋଲିବାକୁ ଯାଉଛି ସ୍କୁଲ କଲେଜ

ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରୀ ଲୁଚକାଳି ଖେଳୁଛି । କରୋନା ସଂକ୍ରମଣସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବିଭିନ୍ନ ସମୟରେ ବନ୍ଦ ରଖାଯାଉଛି। ସ୍କୁଲ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି ।

When Biju Babu helped Tushar Gandhi to immerse Gandhiji’s Ashes

When Mahatma Gandhi was assassinated, his body was cremated. However, the ashes were not all immersed in water as dictated by Hindu tradition.

Raghu Nayak – The Forgotten Hero

Everyone knows about Nathuram Godse, the man who shot dead the Father of the nation, Mahatma Gandhi, but hardly one remembers the man who had shown exemplary courage in catching the assassinator on January 30, 1948.

Popular