Odisha Insight

Mystery shrouds IIC Deb Gamang Death

Mystery shrouds the death of a IIC Deb Gamang in Odisha's Ganjam district on Friday.

Naveen Patnaik leads Pakhala Dibasa Celebrations in Odisha

Odisha CM Naveen Patnaik released a video from Naveen Nivas, marking the celebration of Pakhala Dibasa today.

ମହା ଶିବରାତ୍ରି ଓ ଏହାର ବିଶେଷତ୍ଵ

ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ ଯେଉଁଦିନ କି ଶିବଙ୍କୁ  ପୂଜା କରାଯାଇଥାଏ  ।

ବମିଖାଲ ଓଭରବ୍ରିଜ ଦୁର୍ଘଟଣା : କଳାତାଲିକାଭୁକ୍ତ ସମୟ ସୀମା ୫ବର୍ଷ ରଖିବାକୁ ସୁପ୍ରିମକୋର୍ଟର ରାୟ

ବମିଖାଲ ଓଭରବ୍ରିଜ୍‌ କଂକ୍ରିଟ ଛାତ ଭୁଶୁଡ଼ିବା ଘଟଣାରେ ଦାୟୀ ଠିକାଦାରଙ୍କ କଳାତାଲିକାଭୁକ୍ତ ସମୟ ସୀମା ୫ବର୍ଷ ରଖିବାକୁ ସୁପ୍ରିମକୋର୍ଟ ବିଚାରପତି ଏମ୍‌ଆର୍‌ ଶାହା ଓ ବିଚାରପତି ବିଭି ନାଗରତ୍ନା ରାୟ ଦେଇଛନ୍ତି ।  ଆଦେଶ ଜାରି ହେବା ଦିନଠାରୁ ୫ବର୍ଷ ପର୍ଯ୍ୟନ୍ତ ଏହା ଲାଗୁ ହେବା ନେଇ କୋର୍ଟ କହିଛନ୍ତି । 

ଭୋଟ ବାକ୍ସରେ ବନ୍ଦ ରାଜନୈତିକ ଦଳଙ୍କ ଭାଗ୍ୟ

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସ୍ଥିତିରେ ବିଶେଷ କିଛି ପରିବର୍ତନ ନଥିବା ନଜର ଆସୁଥିବାବେଳେ ଅନ୍ୟପଟେ ନିରାଶ କରିବ କି ବିଜେପି ? ଅନ୍ୟପଟେ ପୁଣି ଥରେ ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳରେ ବିଜେଡି ନିଜର ଦବ୍‌ଦବା ବଜାୟ ରଖିବ କି ?

Popular