Browsing Category

Odisha Insight

Odisha News is being published under this section.

ଜାଣନ୍ତୁ ଜଗନ୍ନାଥ ମନ୍ଦିରକୁ କାହିଁକି ଧଳା ପାଗୋଡା କୁହାଯାଉଥିଲା

ପୁରୀ ଯାହା ମହାପ୍ରଭୁଙ୍କ ଧାମ ଭାବେ ବିଶ୍ବ ପ୍ରସିଦ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭେଦ କରିବା ଛାର ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ । ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ମଧ୍ୟ ବିରଳ ।  

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା

ମନୀଷା ନାୟକ ଯିଏକି ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ୱପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖିଥିଲେ ସେ ।

ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସ; ଜାଣନ୍ତୁ କେମିତି ଥିଲା ଆମ ମାତୃଭାଷାର ସଂଘର୍ଷମୟ ଇତିହାସ

୨୧ ଫେବୃଆରୀ ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବା ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ବରେ ଭାଷା, ସାଂସ୍କୃତିକ ବିବିଧତା, ବହୁଭାଷାର ବୃଦ୍ଧି ଏବଂ ବିଭିନ୍ନ ମାତୃଭାଷା ପ୍ରତି ଜାଗ୍ରତ ହେବା ଉଦେଶ୍ୟରେ ପ୍ରତି ବର୍ଷ ୨୧ ଫେବୃଆରୀକୁ ଅନ୍ତରାଷ୍ଟ୍ରୀୟ ମାତୃଦିବସ ଭାବେ ପାଳନ କରାଯାଏ ।

ପଞ୍ଚାୟତ ନିର୍ବାଚନ: ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ଥିତି

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ହାଓ୍ବା । ଆରମ୍ଭ ହୋଇଯାଇଛି ଏକପ୍ରକାର ଶକ୍ତି ପ୍ରଦର୍ଶନ। କ୍ଷେତ୍ର ପ୍ରସ୍ତୁତ କରୁଛି ସରକାରୀ ଦଳ ବିଜେଡି । ସେପଟେ ବିରୋଧୀ ବିଜେପି ବି ଅଣ୍ଟାଭିଡ଼ିଲାଣି ।

ପବିତ୍ର ଭୈମୀ ଏକାଦଶୀ ବା ବଡ ଏକାଦଶୀ

ଇନସାଇଟ ବ୍ୟୁରୋ: ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ଏକାଦଶୀ । ଆଜି ଭୈମୀ ଏକାଦଶୀ । ବର୍ଷକର ୨୪ଟି ଏକାଦଶୀ ମଧ୍ୟରୁ ୪ଟିକୁ ବଡ଼ ଏକାଦଶୀ କୁହାଯାଏ । ସେଥିରୁ ମାଘ ମାସରେ ପଡ଼ୁଥିବା ଭୈମୀ ଏକାଦଶୀର ମାହାତ୍ମ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ | ଏହିଦିନ ନିଆଳି ସ୍ଥିତ ପୌରାଣିକ ମାଧବାନନ୍ଦଜୀଉ…

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ

ପୁଣି ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡି ସୁପରଭାଇଜର, ପୁଲିସ ଇନ୍ସପେକ୍ଟର, ରେଭିନ୍ୟୁ ସୁପରଭାଇଜର ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି ।

ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ଆଜିଠୁ ପୁଣି ଖୋଲିଛି ସ୍କୁଲ । ଛାତ୍ରଛାତ୍ରୀ ପୁଣି ବ୍ୟାଗରେ ଭର୍ତ୍ତି କରିଛନ୍ତି ବହି ଖାତା। ସ୍କୁଲରେ ଶୁଣା ଯାଇଛି  ଘଣ୍ଟି ଶବ୍ଦ  । ଦୀର୍ଘ ୨ ବର୍ଷ ପରେ ଶ୍ରେଣୀ ଗୃହ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ।