Browsing Tag

Koraput

ଚର୍ଚ୍ଚାରେ 5T ସଚିବଙ୍କ ଗସ୍ତ; ବିକାଶ ପଥରେ କୋରାପୁଟ

ରାଜ୍ୟରେ ଦ୍ରୁତ ପ୍ରଗତିର ବାର୍ତ୍ତାବହ ସାଜିଛି କୋରାପୁଟ ଜିଲ୍ଲାର ଉନ୍ନତି। କୋରାପୁଟର ହଳଦୀ ଏବଂ କଫିର ମହକ ବିଦେଶକୁ ପହଞ୍ଚିପାରୁଥିବା ବେଳେ କୋରାପୁଟ ମାଣ୍ଡିଆ ସାଉଁଟିଛି ନାନା ପ୍ରଂଶସା।

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ – ସାକାର ହେଲା ସ୍ଵପ୍ନ

ଶିକ୍ଷା ହିଁ ବିକାଶର ମାପକାଠି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବିକାଶ ଧାରାରେ ସାମିଲ କରିବା ନିମନ୍ତେ ଶିକ୍ଷାର ଭିତ୍ତିଭୂମିକୁ ଦୃଢ଼ କରିବା ଏକାନ୍ତ ଆବଶ୍ୟକୀୟ।

ଜାଣନ୍ତୁ ଓଡ଼ିଶାର କୋରାପୁଟ ଜିଲ୍ଲାର ୫ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ

ପ୍ରାକୃତିକ ବିଭବ ଓ ଐତିହରେ ଭରପୂର କୋରାପୁଟ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନସ୍ଥଳୀ। ଯାହାକି କେବଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ତାହା ନୁହେଁ, ଶ୍ରଦ୍ଧାଳୁ ମଧ୍ୟ ଛୁଟି ଆସନ୍ତି ଏଠାକୁ ।