ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି: ଏକ ଯୁଗାନ୍ତକାରୀ ପଦକ୍ଷେପ

ବାହାଘର ପାଇଁ ଝିଅମାନଙ୍କ ବୟସ ୧୮ ବଦଳରେ ୨୧ରେ କରାଯିବା ନେଇ କୁହାଯାଇଛି । ସର୍ବନିମ୍ନ ଭାବରେ ବୟସ ସୀମା ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମତି ଦେଇଛନ୍ତି ।

ଓଡ଼ିଶାରେ ଇକୋ ରିଟ୍ରିଟ କ’ଣ କେବଳ ଧନୀ ମାନଙ୍କ ପାଇଁ?

 କୋଭିଡ କଟକଣା ଭିତରେ ତୃତୀୟ  ଥର ପାଇଁ ଇକୋ ରିଟ୍ରିଟ ଉତ୍ସବ ଉଦଘାଟିତ ହୋଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତବର୍ଷ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଆୟୋଜନ କରିଛି  ରାଜ୍ୟ ପର୍ଯ୍ୟଟନ ବିଭାଗ।