Trending
- India, Russia hold 23rd Annual Summit; focus on Trade, Defence, Energy Ties
- Primary Teachers in Odisha Protest at Lower PMG, Seek Pay Hike and Service Reforms
- Class 10 HSC (Matric) Exam 2026 to begin from February 19
- IndiGo cancels all Flights from Delhi Till Midnight
- Odisha Government Invites Tenders for 12 New Virgin Mineral Blocks
- The News Insight (English Fortnightly) Epaper – December 1-15, 2025
- Several Odisha Govt Departments spend HUGE on Social Media without Results
- TNI Morning News Headlines – December 05, 2025
- Sofia Firdous Slams ‘Weak’ Gambling Bill, Seeks Stronger Penalties
- With his “Objectionable” Remarks on Gandhi Ji, Santosh Khatua puts BJP in a Fix
Browsing Category
Odisha Insight
Odisha News is being published under this section.
ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ପାଇବ ଏକ ନୂଆ ରୂପ
ଆଲୋକିକରଣରେ ଝଲସିବ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ଦାରିଙ୍ଗବାଡି ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ରାୟପୁର ଗୋପାଳପୁର ରାସ୍ତା ର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ୟବସ୍ଥା କରାଯିବ। ଯାହା ଫଳରେ କନ୍ଧମାଳ ଜିଲ୍ଲା ରେ ଥିବା ଦାରିଙ୍ଗବାଡି କୁ ଏକ ନୂଆ ରୂପ ମିଳିବ।
ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼, ଥାନାରେ ମାମଲା
ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ଼। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନାରେ। ଜଣେ ଆଶାକର୍ମୀଙ୍କୁ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ଚାପୁଡା ମାଡ ମାରିବା ଘଟଣା ଥାନାରେ ପହଂଚିଛି।
ବଣ୍ଡାଘାଟିର ଜଳଦୂତ ମାଳତୀ
ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ମହିଳା। ବଣ୍ଡାଘାଟି ରେ ଥିବା ଏକ ଗାଁରେ ପାଣି ସମସ୍ୟା ଉତ୍କଟ ଥିଲା। ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଠିକ ଏହି ସମୟରେ ପହଞ୍ଚିଥିଲେ ଗାଁରେ ସ୍ନାତକୋତ୍ତର ପାଠ ପଢିଥିବା ସୁନା ଝିଅ ମାଳତୀ।
।। ବିଜୟ ରଥଙ୍କ ବିଦାୟ ।।
ଶ୍ରୀଜଗନ୍ନାଥଙ୍କ ରଥ ବଡ଼ଦାଣ୍ଡରେ ଥିବାବେଳେ, ଆଜି ଦକ୍ଷିଣମୋଡ଼ ଦିନରେ ବିଦାୟ ନେଲେ ବିଜୟ କୁମାର ରଥ। କେବଳ ଶ୍ରୀମନ୍ଦିର ନୁହେଁ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ସଂରକ୍ଷଣ କମିଟିର ମଧ୍ୟ ସେ ସଦସ୍ୟ ଥିଲେ।
ଗଞ୍ଜାମ ଜିଲ୍ଲାରେ ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ
ସରକାରୀ ସ୍ତରରେ ଯଦି ଢିଲା ପଣ ଦେଖାଯାଏ ଲୋକସଂଖ୍ଯା ଘନତ୍ୱର ଗଞ୍ଜାମ ଜିଲ୍ଲାରେ ଯେଉଁ ସାମାଜିକ ଚଳଣିର ବ୍ଯବସ୍ଥା ଅଛି କରୋନା ସଂକ୍ରମଣ ପୁଣି କନ୍ଦାଇବ।
ଟିକାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗିର ଭିତିରି କଥା
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ଯ ମନ୍ତ୍ରାଳୟ ସୂଚନା ପତ୍ରରେ ସ୍ପଷ୍ଟ କରିଛନ୍ତି ଯେ ୧୮-୦୬-୨୦୨୧ ସୁଦ୍ଧା ରାଜ୍ଯ ସରକାରଙ୍କୁ ଟିକା କ୍ରୟ କରିବା ପାଇଁ କୌଣସି ଅନୁଦାନ ଦେଇନାହାଁନ୍ତି।
ଆୟୁର୍ବେଦ ଚିକିତ୍ସା ପ୍ରତି ରାଜ୍ଯ ସରକାର ଗୁରୁତ୍ୱ ଦିଅନ୍ତୁ
କେନ୍ଦ୍ର ସରକାର ଆୟୁର୍ବେଦ ଚିକିତ୍ସାକୁ ବିଶ୍ୱସ୍ତରୀୟ ଆଦୃତ କରାଇବା ପାଇଁ ପ୍ରୟାସ ବେଳେ ଓଡିଶାର ବିଶ୍ୱସ୍ତରୀୟ ଶାସନ ବ୍ଯବସ୍ଥାରେ ଆୟୁର୍ବେଦ ରସାତଳକୁ ଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍ଘାଟିତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି ।
ଓଡିଶାରେ ଏକ୍ମୋ ଚିକିତ୍ସା ଏକ ବଡ ଆହ୍ୱାନ ହେବ
ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ଲହରରେ ପ୍ରାୟ ୧୭ ପ୍ରତିଶତ ରୋଗୀ ଗୁରୁତର ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଏକ୍ମୋ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି।
ବାତ୍ୟା ‘ୟାସ’ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଙ୍କ ପ୍ୟାକେଜ୍ ଘୋଷଣା
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି।