Odisha Insight

ଓଡ଼ିଶାରେ ଇକୋ ରିଟ୍ରିଟ କ’ଣ କେବଳ ଧନୀ ମାନଙ୍କ ପାଇଁ?

 କୋଭିଡ କଟକଣା ଭିତରେ ତୃତୀୟ  ଥର ପାଇଁ ଇକୋ ରିଟ୍ରିଟ ଉତ୍ସବ ଉଦଘାଟିତ ହୋଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତବର୍ଷ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଆୟୋଜନ କରିଛି  ରାଜ୍ୟ ପର୍ଯ୍ୟଟନ ବିଭାଗ।

ପୁଣି ବିବାଦରେ ସଞ୍ଜୟ ଦାସ ବର୍ମା

ବିବାଦରେ ପୁଣି ଜଣେ ବିଜେଡି ନେତା । ନିଜ ରାଜନୈତିକ ସହଯୋଗୀ କର୍ମୀଙ୍କ ମୃତ୍ଯୁ ମାମଲାରେ ବିବାଦ ଘେରକୁ ଆସିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା।

କର୍ମଭୂମି ଗଞ୍ଜାମରୁ ନବୀନଙ୍କ ଶଙ୍ଖନାଦ

ମୁଖ୍ୟମନ୍ତ୍ରୀ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ ।  ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5 ଟି ସଚିବ ଭି କେ ପାଣ୍ଡିୟନ ମଧ୍ୟ ନଜରରେ ଆସିଥିଲେ |

ଗଣତନ୍ତ୍ରରେ ଗୁଣ୍ଡାଗିରି ପାଇଁ କୌଣସି ସ୍ଥାନ ନାହିଁ

ଗୁରୁବାର ଭଳି ଶୁକ୍ରବାର ମଧ୍ୟ ଭୁବନେଶ୍ୱରର  ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଅପ୍ରୀତିକର ପରିସ୍ଥିତି । ବିଧାନସଭାକୁ ଧସେଇ ପଶିବା ବେଳେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀ କର୍ମୀ ମୁହାଁମୁହିଁ ହୋଇଥିଲେ ।

ସୁନ୍ଦରଗଡ଼ରେ ନୂଆ ସମୀକରଣ; ଶଙ୍ଖ ଫୁଙ୍କିଲେ ପ୍ରଫୁଲ୍ଲ ମାଝୀ

କଂଗ୍ରେସ ଛାଡିବା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଛାଡିବା ସଂପର୍କରେ ଘୋଷଣା କରିବେ ବୋଲି ଜଣାପଡିଥିଲା ।

Popular