Trending
- Government Takes Urgent Measures to Restore Indigo Flight Schedules
- President Murmu hails Dr. K Laxmi Bai following Bhakta Das’ Request
- India, Russia hold 23rd Annual Summit; focus on Trade, Defence, Energy Ties
- Primary Teachers in Odisha Protest at Lower PMG, Seek Pay Hike and Service Reforms
- Class 10 HSC (Matric) Exam 2026 to begin from February 19
- IndiGo cancels all Flights from Delhi Till Midnight
- Odisha Government Invites Tenders for 12 New Virgin Mineral Blocks
- The News Insight (English Fortnightly) Epaper – December 1-15, 2025
- Several Odisha Govt Departments spend HUGE on Social Media without Results
- TNI Morning News Headlines – December 05, 2025
Browsing Category
Odisha Insight
Odisha News is being published under this section.
ଅନଲାଇନ ପାଠ ପଢାରୁ ବଞ୍ଚିତ ୧୫ ଲକ୍ଷ ୮ ହଜାର ୯୩୭ ଛାତ୍ରଛାତ୍ରୀ
କୋଭିଡ ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ମାସରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଗୁଡିକୁ ବନ୍ଦ କରିଦେଇଥିଲେ । ରାଜ୍ୟର ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢାଇବା ପାଇଁ ନିଷ୍ପତି ନେଇଥିଲେ ।
ଓଡ଼ିଶା ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ଚିଠା ତାଲିକା ପ୍ରକାଶ
ପଞ୍ଚାୟତ ନିର୍ବାଚନ ସଠିକ ସମୟରେ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେ ନେଇ ଜିଲ୍ଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଉଛି ।
ଲଖିମପୁର-ଖେରି ହତ୍ୟାକାଣ୍ଡ: କୋଉଠି ଲୁଚିଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ?
ଲଖିମପୁର-ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର କ୍ରାଇମବ୍ରାଞ୍ଚ ଆଗରେ ହାଜର ହୋଇନାହାନ୍ତି। କ୍ରାଇମବ୍ରାଞ୍ଚରେ।
୧୭ତମ ଲୋକସଭାର ଅଢେଇବର୍ଷ ପରେ ବି ଖାଲି ପଡିଛି ଉପବାଚସ୍ପତି ପଦ
୧୭ତମ ଲୋକସଭା ଗଠନକୁ ଇତିମଧ୍ୟରେ ଅଢେଇବର୍ଷ ପୁରିଗଲାଣି। ଏପର୍ଯ୍ୟନ୍ତ ଉପବାଚସ୍ପତି ପଦଟି ପୂରଣ ହୋଇପାରିନାହିଁ । ୨୦୧୯ ଜୁନ ୧୭ ତାରିଖରେ ସଂସଦର ପ୍ରଥମ ବୈଠକ ହୋଇଥିଲା।
ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ
ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ GIS ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି
ଦୁବାଇରେ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ
ଓଡ଼ିଶା ସମାଜ ୟୁଏଇ ଓ ଆନ୍ତର୍ଜାତୀୟସ୍ତରରେ ଚଳଚ୍ଚିତ୍ର ପ୍ରଯୋଜକ ,ପ୍ରମୋଟର ଏବଂ କ୍ୟୁରେଟର ଜିତେନ୍ଦ୍ର ମିଶ୍ର ଏବଂ ତାଙ୍କ ସଂସ୍ଥା "ସିନେମା ଫର ଗୁଡ "ପକ୍ଷରୁ ଏକ ଚଳଚ୍ଚିତ୍ର ମହୋତ୍ସବ 'ସିନେ ଓଡ଼ିଶା 'ଅନୁଷ୍ଠିତ ହେବ ।
ଲୋକାର୍ପିତ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’
ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଟିଡିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି ।
ପିପିଲି ଚାନ୍ଦୁଆ ବ୍ୟବସାୟ କରି ସ୍ଵାବଲମ୍ବୀ ହେଲେ ମହିଳା
ପିପିଲିର ପ୍ରସିଦ୍ଧ ଚାନ୍ଦୁଆ କାମ କେବଳ ପିପିଲିରେ ସୀମିତ ହୋଇ ରହିନାହିଁ । ଦେଶବିଦେଶରେ ମଧ୍ୟ ଏହାର ଚାହିଦା ବଢିଛି । ଚାନ୍ଦୁଆର ବଜାର ଥିବାରୁ ପିପିଲି ବାହାରେ ଚାହିଦା ବଢିବା ସହିତ ଅନେକ ଲୋକ ଏହାକୁ ବୃତ୍ତି ଭାବେ ଗ୍ରହଣ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।
ମୋ ସରକାରକୁ ପରବର୍ତ୍ତୀ ସ୍ତରକୁ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର କାର୍ଯ୍ୟାନୁଷ୍ଠାନ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଆସିଛନ୍ତି। ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି…