Odisha Insight

Koraput Coffee in Bhubaneswar; Know Where

Don't think much, just head towards Ekamra Kanan Botanical Gardens and fall in love with Odisha’s own coffee, Koraput Coffee.

ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ଼ : ଓଡ଼ିଶା ନିରାଶ

ଦିଲ୍ଲୀ ଦରବାରରେ ଓଡ଼ିଶାର ମେଢ଼ ଦେଖିବାକୁ ପାଇବେ ନାହିଁ  ଓଡ଼ିଶା ତଥା ଦେଶବାସୀ । ୨୦୨୧ ରେ ମଧ୍ୟ ସାଧାରଣତନ୍ତ୍ର ଦିବସରେ ବାଦ ପଡିଥିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼ ।

ମିଶନ ଶକ୍ତି ଏକ ପ୍ରକଳ୍ପ ନୁହେଁ , ଏହା ଏକ ଆନ୍ଦୋଳନ

ମୁଖ୍ୟମନ୍ତ୍ରୀଙ୍କର ମିଶନ ଶକ୍ତି ଉପରେ ଗୁରୁତ୍ୱ । ନାରୀଙ୍କୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।

ସାମ୍ବାଦିକଙ୍କ ଉପରେ ପୋଲିସର ଜୁଲମ, ବଢୁଛି ଅସନ୍ତୋଷ

ସତ୍ୟ ଘଟଣା ଦେଖାଇବାରୁ ସାମ୍ବାଦିକଙ୍କୁ ଦବାଇବାକୁ ପ୍ରୟାସ । ସାମ୍ବାଦିକଙ୍କୁ ଗିରଫ ଘଟଣାରେ ତେଜିଛି  ଅସନ୍ତୋଷ । ମାଲକାନଗିରିରେ ଅର୍ଗସ ସମ୍ବାଦିକଙ୍କ ସହ ଅନ୍ୟ ଗଣମାଧ୍ୟମର ୪ ଜଣ ସାମ୍ବାଦିକଙ୍କୁ ପୋଲିସ ରାତି ଅଧରେ ଗିରଫ ଘଟଣା ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । 

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ଥୋପ!

ମୁଣ୍ଡ ଉପରକୁ ଆସିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଇଥିଲେ କାଳିଆ ସହାୟତା ଆଉ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୦୦୦ ଟଙ୍କା କୋଭିଡ ସହାୟତା ରାଜ୍ୟବାସୀଙ୍କୁ ଦେବେ ରାଜ୍ୟ ସରକାର ।

Popular