Trending
- State Dinner for Putin: Tharoor Invited; Rahul, Kharge Snubbed
- Rourkela–Bhubaneswar Flight Service Resumes After Four Months
- PiN Barta – News @ December 05, 2025
- BJP MP Sujeet Kumar urges removal of “Lord” title for British Rulers in Textbooks and Govt Documents
- TNI Evening News Headlines – December 05, 2025
- Government Takes Urgent Measures to Restore Indigo Flight Schedules
- President Murmu hails Dr. K Laxmi Bai following Bhakta Das’ Request
- India, Russia hold 23rd Annual Summit; focus on Trade, Defence, Energy Ties
- Primary Teachers in Odisha Protest at Lower PMG, Seek Pay Hike and Service Reforms
- Class 10 HSC (Matric) Exam 2026 to begin from February 19
Browsing Category
Odisha Insight
Odisha News is being published under this section.
ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ ପ୍ରବେଶ ପଥ; ଶୋଭା ବଢାଇବ ଓ୍ବାଟର ଫାଉଣ୍ଟେନ୍
ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ । ଏଥିପାଇଁ ପ୍ରସ୍ତୁତ ହୋଇ ସାରିଛି ନକ୍ସା । ପ୍ରଶସ୍ତ ରାସ୍ତା ସାଙ୍ଗକୁ ନୂଆ ପ୍ରବେଶ ପଥ ସମ୍ମୁଖରେ ଶୋଭା ପାଇବ ଓ୍ବାଟର ଫାଉଣ୍ଟେନ୍ ।
ବ୍ରଜରାଜନଗର ଉପନିର୍ବାଚନ: ଆଜିଠୁ ଜମିବ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ଦଳର ରଣନୀତି ପ୍ରସ୍ତୁତି ସରିଛି । ଏବେ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ହାତେଇବାକୁ ଚେଷ୍ଟା କରିବେ ସବୁ ଦଳ । ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବେ ନେତା ଓ ମନ୍ତ୍ରୀ ।
ଧଳା ଜହର ଜାଲରେ ଓଡିଶା
ଧଳା ଜହର କବ୍ଜାରେ ଓଡିଶା । ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ର ଛାତ୍ରୀଙ୍କୁ ଏଥିରେ ଟାର୍ଗେଟ କରୁଛନ୍ତି । ଏହା ନୂତନ ଯୁବ ପିଢ଼ିଙ୍କ ଉପରେ ମଧ୍ୟ ବେଶ ପ୍ରଭାବ ପକାଉଛି ।
ବଦଳୁଛି ମିଶନ ଶକ୍ତିର ପରିଭାଷା: ରାଜ୍ୟର ସମସ୍ତ ମେଡିକାଲର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି
ଏସଏଚଜି ନେବେ ଡାକ୍ତରଖାନା ଦାୟିତ୍ବ । ରାଜ୍ୟର ସମସ୍ତ ମେଡିକାଲ କଲେଜ, ମେଡିକାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି ସଦସ୍ୟା ।
ନୂଆ ରୂପରେ ଝଟକୁଛି ମା ତାରାତାରିଣୀଙ୍କ ମନ୍ଦିର
ବଦଳିଛି ଗଞ୍ଜାମ ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀଙ୍କ ପୀଠର ରୂପରେଖ । ଆରମ୍ଭ ହୋଇଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା'ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ।
ରାଜ୍ୟରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ
ଟାର୍ଗେଟ୍ରେ ପୁରାତନ ମଠ ଓ ମନ୍ଦିର । ଲଗାତାର କିଛି ମାସ ହେବ ରାଜ୍ୟରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ । ଟାର୍ଗେଟରେ ରହିଛି ପ୍ରାଚୀନ ମନ୍ଦିରର ଅଷ୍ଟଧାତୁ ମୂର୍ତ୍ତି । ପୁଲିସକୁ ଚ୍ୟାଲେଞ୍ଜ ଦେଇ ବିଭିନ୍ନ ମନ୍ଦିରରୁ ଚୋରି କରୁଛନ୍ତି ମୂଲ୍ୟବାନ ପୁରାତନ ମୂର୍ତ୍ତି । ଠାକୁରଙ୍କୁ…
ଜାତୀୟ ହକି ଦଳର କମାଣ ସମ୍ଭାଳିବେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା
ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋନେସିଆରେ ଏସିଆ କପ୍ । ଏବେ ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବକୁ ଯାଉଛି ।
ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟଙ୍କ ମୃତ୍ୟୁ
ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗୁରୁବାର ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଓଡିଆ ପାଇଲଟ ଜଣଙ୍କ ଘର ସମ୍ବଲପୁରରେ ।
ମେ ୨୭ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ
ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଓଡ଼ିଶାରେ ମୌସୁମୀ ଜୁନ୍ ପ୍ରଥମ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଦୌଡରେ ଓଡିଶାରୁ କିଏ ?
ରାଜ୍ୟସଭା ନିର୍ବାଚନ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ଟି ଆସନ ରହିଛି ।