Odisha Insight

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

ଆଜିଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଗକୁ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ରଥ ଖଳାରେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି ।

Union Steel Minister dedicates JSPL’s TMT Rebar Mill in Angul

Union Steel Minister Ram Chandra Prasad Singh dedicated TMT Rebar Mill of Jindal Steel & Power (JSP) at its 6 MTPA integrated steel complex at Angul on April 28, 2022. The TMT Rebar Mill of 14 lakh tons per annum Capacity is marked as one of the World’s largest and the most modern Rebar Mill.

ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ତୀର୍ଥ କ୍ଷେତ୍ର : ମୁଖ୍ୟମନ୍ତ୍ରୀ

ଉତ୍କଳର ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ‘ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି ।

Know More about World Famous Puri Sahi Jata

Sahi Jata- a 12th century old tradition, is a spring carnival of the city of Puri.

ପୁଣି ଆରମ୍ଭ ହେଲା ବାରିପଦା-ପୁରୀ ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ

ବାରିପଦାରୁ ପୁରୀ ଟ୍ରେନ୍‌ ପୂର୍ବରୁ ସପ୍ତାହକୁ ଥରେ ଚଳାଚଳ କରୁଥିଲା । ତେବେ କୌଣସି କାରଣଋ ପାଖାପାଖି ମାସେ ହେଲା ଉକ୍ତ ଟ୍ରେନ୍‌ଟିର  ଚଳାଚଳକୁ ରେଳବାଇ ବନ୍ଦ କରି ଦେଇଥିଲେ । ତାହା ପୁଣି ଗତକାଲି  ରାତି ୧୧ଟାରୁ ବାରିପଦା ଷ୍ଟେସନ୍‌ରୁ ପୁରୀ ଅଭିମୁଖେ ପୁଣି ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି ।

Popular