ହିଟ୍ ୱେଭକୁ ଦୃଷ୍ଟିରେ ରଖି ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ

ହିଟ୍ ୱେଭ୍ ଯୋଗୁଁ ବଦଳିଛି ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବା ନେଇ ନିଷ୍ପତି ହୋଇଛି । ତେବେ ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା, କିନ୍ତୁ ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି…

ଆଗାମୀ ୩ଦିନ ପର୍ଯ୍ୟନ୍ତ ବର୍ଷିବ ନିଆଁ, ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆହୁରି ୩ ଦିନ କଲବଲ କରିବ ଟାଣ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢିପାରେ । ଆଜି ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଓଡ଼ିଶାରେ କେବେ ହେବ ରାଗିଂ ସମସ୍ୟାର ସ୍ଥାୟୀ ସମାଧାନ ?

ଶିକ୍ଷାନୁଷ୍ଠାନରେ ଏବଂ ବିଶେଷ କରି ହଷ୍ଟେଲରେ ରାଗିଂ ଯୋଗୁଁ ଚାଲି ଯାଉଛି ଅକାଳରେ ନିରୀହ ଜୀବନ । ରାଗିଂ କିଭଳି ବନ୍ଦ ହେବ ଓ ଏହାର ସ୍ଥାୟୀ ସମାଧାନ ନିମନ୍ତେ ରାଗିଂ ମୁକ୍ତ କେମ୍ପସ ଅଭିଯାନ ପକ୍ଷରୁ ଓଡିଶା ମାନବ ଅଧିକାର ଆୟୋଗ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ପୂର୍ବରୁ ଏ ନେଇ ଦୃଢ଼…

ଖରା ଓ ଗୁଳୁଗୁଳି ପରେ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି ଅତିବାଇଗଣୀ ରଶ୍ମି

ଚଳଚଞ୍ଚଳ ରାଜଧାନୀର ରାଜପଥ ଏବେ  ଖାଁଖାଁ । ଗ୍ରୀଷ୍ମପ୍ରବାହ ଯୋଗୁଁ ଲାଗୁଛି ଯେମିତି ସାରା ଓଡ଼ିଶା ଜଳିବା ଆରମ୍ଭ କରିଛି । ସପ୍ତାହେ ହେଲା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରଭାବକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। କିଏ ଗଛ ତଳ ତ ଆଉ କିଏ ରାସ୍ତାକଡ଼ ଉଠା ଦୋକାନରେ ଛାଇ ଟିକେ…

ବମିଖାଲ ଓଭରବ୍ରିଜ ଦୁର୍ଘଟଣା : କଳାତାଲିକାଭୁକ୍ତ ସମୟ ସୀମା ୫ବର୍ଷ ରଖିବାକୁ ସୁପ୍ରିମକୋର୍ଟର ରାୟ

ବମିଖାଲ ଓଭରବ୍ରିଜ୍‌ କଂକ୍ରିଟ ଛାତ ଭୁଶୁଡ଼ିବା ଘଟଣାରେ ଦାୟୀ ଠିକାଦାରଙ୍କ କଳାତାଲିକାଭୁକ୍ତ ସମୟ ସୀମା ୫ବର୍ଷ ରଖିବାକୁ ସୁପ୍ରିମକୋର୍ଟ ବିଚାରପତି ଏମ୍‌ଆର୍‌ ଶାହା ଓ ବିଚାରପତି ବିଭି ନାଗରତ୍ନା ରାୟ ଦେଇଛନ୍ତି ।  ଆଦେଶ ଜାରି ହେବା ଦିନଠାରୁ ୫ବର୍ଷ ପର୍ଯ୍ୟନ୍ତ ଏହା ଲାଗୁ ହେବା ନେଇ କୋର୍ଟ…

ଭୋଟ ବାକ୍ସରେ ବନ୍ଦ ରାଜନୈତିକ ଦଳଙ୍କ ଭାଗ୍ୟ

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସ୍ଥିତିରେ ବିଶେଷ କିଛି ପରିବର୍ତନ ନଥିବା ନଜର ଆସୁଥିବାବେଳେ ଅନ୍ୟପଟେ ନିରାଶ କରିବ କି ବିଜେପି ? ଅନ୍ୟପଟେ ପୁଣି ଥରେ ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳରେ ବିଜେଡି ନିଜର ଦବ୍‌ଦବା ବଜାୟ ରଖିବ କି ?

ଆଜି ସରିଛି ରାଜ୍ୟର ପଞ୍ଚାୟତ ନିର୍ବାଚନ ପର୍ବ

ରାଜ୍ୟରେ ଶେଷ ହୋଇଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ । ୪ଟି ପର୍ଯ୍ୟାୟ ସୁଦ୍ଧା ମାତ୍ର ୫ଟି ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିଲା ଓ ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୨୫ଟି ଜିଲ୍ଲାର ୧୩୧ଟି ଜୋନରେ ଆଜି ମତଦାନ ହୋଇଛି ।

ଆଶା ଓ ଆଶଙ୍କାର ଅନ୍ତ ଘଟାଇ କୋଟିଆ ପଞ୍ଚାୟତରେ ଫଳିଛି ଷ୍ଟ୍ରବେରୀ

କୋଟିଆକୁ ନେଇ ବିବାଦ ଥମୁ ନ ଥିବାବେଳେ ଓଡ଼ିଶା ମାଟିର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ ଏବେ ସମସ୍ତଙ୍କୁ ନୂଆ ଆଶା ଦେଖାଇଛି । କୋରାପୁଟର କୋଟିଆ ମାଟିରେ ଫଳିଚି ଲାଲ୍ ଟହଟହ ଷ୍ଟ୍ରବେରୀ ।

ରତ୍ନଭଣ୍ଡାର ଚାବି ବିବାଦ: ସିବିଆଇ ନିକଟରେ ଅଭିଯୋଗ ଦେଲା ଜଗନ୍ନାଥ ସେନା

ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଓ ବିବାଦ ଜାରି ରହିଛି । ଆଜି  ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ ମାମଲାରେ ସିବିଆଇ ନିକଟରେ ଅଭିଯୋଗ କରିଛି  ଜଗନ୍ନାଥ ସେନା ।