Browsing Tag

Puri

ଏବର୍ଷ ଭକ୍ତଙ୍କ ଗହଣରେ ହେବ ପବିତ୍ର ମହାସ୍ନାନ ଯାତ୍ରା

ଗତ ଦୁଇ ବର୍ଷ ହେବ କୋଭିଡ କାରଣରୁ ବିନା ଭକ୍ତରେ ହେଉଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ଅର୍ଥାତ ଘରେ ବସି ଡିଜିଟାଲରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁମାନେ  । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ସିଧାସଳଖ ସ୍ନାନଯାତ୍ରାରେ ସାମିଲ ହେବେ।

ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଏବେ ଚଳଚଞ୍ଚଳ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି  ।  ଯାହା ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହୋଇଥାଏ । ରଥଯାତ୍ରା ପାଇଁ ଶ୍ରୀନଅର ସମ୍ମୁଖରେ ଥିବା  ରଥଖଳା ଏବେ ଚଳଚଞ୍ଚଳ ହୋଇ ଉଠିଛି ।‌

ଆଜି ନିଳାଦ୍ରୀ ମହୋଦୟାଷ୍ଟମୀ “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରକଟ ଉତ୍ସବ”

ଆଜି ହେଉଛି ନିଳାଦ୍ରୀ ମହୋଦୟାଷ୍ଟମୀ । ଏହି ତିଥିରେ ପ୍ରଭୁ ମର୍ତ୍ତ୍ୟ ବୈକୁଣ୍ଠ ରେ ପ୍ରକଟ ହୋଇଥିବାରୁ ଏହି ତିଥିକୁ ପ୍ରତିବର୍ଷ ପ୍ରକଟୋତ୍ସବ ଭାବେ ମହାସମାରୋହରେ ପାଳନ କରାଯାଇଥାଏ  ।

ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ

ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ । ବନଜାଗ ବିଧିରେ ସୁନା କୁରାଢିରେ ରଥ କାଠ ହଣାଯିବା ପରେ ଶୁଭାରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ ।