Browsing Tag

Congress

ଓଡ଼ିଶାରେ ପଞ୍ଚାୟତ ଭୋଟକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ

ପାଖେଇ ଆସିଲାଣି ୨୦୨୨ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ଭୋଟ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହେବାପରେ  ରାଜ୍ୟ ରାଜନୀତି ହୋଇପଡିଛି  ଚଳଚଞ୍ଚଳ।

ଗଣତନ୍ତ୍ରରେ ଗୁଣ୍ଡାଗିରି ପାଇଁ କୌଣସି ସ୍ଥାନ ନାହିଁ

ଗୁରୁବାର ଭଳି ଶୁକ୍ରବାର ମଧ୍ୟ ଭୁବନେଶ୍ୱରର  ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଅପ୍ରୀତିକର ପରିସ୍ଥିତି । ବିଧାନସଭାକୁ ଧସେଇ ପଶିବା ବେଳେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀ କର୍ମୀ ମୁହାଁମୁହିଁ ହୋଇଥିଲେ ।

ସୁନ୍ଦରଗଡ଼ରେ ନୂଆ ସମୀକରଣ; ଶଙ୍ଖ ଫୁଙ୍କିଲେ ପ୍ରଫୁଲ୍ଲ ମାଝୀ

କଂଗ୍ରେସ ଛାଡିବା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଛାଡିବା ସଂପର୍କରେ ଘୋଷଣା କରିବେ ବୋଲି ଜଣାପଡିଥିଲା ।

ରାଜନୀତିର ଅସ୍ତ୍ର ‘ଅଣ୍ଡାମାଡ଼’

ରାଜନୀତିର ଅସ୍ତ୍ର ପାଲଟିଛି ‘ଅଣ୍ଡାମାଡ଼’ । କିଛି ମାସ ହେବ ରାଜ୍ୟରେ ନେତାମାନେ ହୀନ ରାଜନୀତି କରୁଥିବା ଦୃଷ୍ଟିଗୋଚର ହେଉଛି। ସେ ଶାସନ ଦଳ ହେଉକି କଂଗ୍ରେସ , ବିଜେପି, ସମସ୍ତେ ହୀନ ରାଜନୀତିକୁ ପ୍ରଶୟ ଦେଉଛନ୍ତି ।

ମାହାଙ୍ଗା ଡବଲ ମର୍ଡ଼ର: ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପି, କଂଗ୍ରେସର ଯୁଦ୍ଧଂ ଦେହି ଡାକରା

ବଢିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ । ପ୍ରତାପଙ୍କ ବିରୁଦ୍ଧରେ ବିରୋଧୀଙ୍କ ସ୍ୱର ଶାଣିତ ହୋଇଛି ।