ସାମ୍ବାଦିକଙ୍କ ଉପରେ ପୋଲିସର ଜୁଲମ, ବଢୁଛି ଅସନ୍ତୋଷ

ସତ୍ୟ ଘଟଣା ଦେଖାଇବାରୁ ସାମ୍ବାଦିକଙ୍କୁ ଦବାଇବାକୁ ପ୍ରୟାସ । ସାମ୍ବାଦିକଙ୍କୁ ଗିରଫ ଘଟଣାରେ ତେଜିଛି  ଅସନ୍ତୋଷ । ମାଲକାନଗିରିରେ ଅର୍ଗସ ସମ୍ବାଦିକଙ୍କ ସହ ଅନ୍ୟ ଗଣମାଧ୍ୟମର ୪ ଜଣ ସାମ୍ବାଦିକଙ୍କୁ ପୋଲିସ ରାତି ଅଧରେ ଗିରଫ ଘଟଣା ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । 

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ଥୋପ!

ମୁଣ୍ଡ ଉପରକୁ ଆସିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଇଥିଲେ କାଳିଆ ସହାୟତା ଆଉ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୦୦୦ ଟଙ୍କା କୋଭିଡ ସହାୟତା ରାଜ୍ୟବାସୀଙ୍କୁ ଦେବେ ରାଜ୍ୟ ସରକାର ।