Trending
- BJP MP Sujeet Kumar urges removal of “Lord” title for British Rulers in Textbooks and Govt Documents
- TNI Evening News Headlines – December 05, 2025
- Government Takes Urgent Measures to Restore Indigo Flight Schedules
- President Murmu hails Dr. K Laxmi Bai following Bhakta Das’ Request
- India, Russia hold 23rd Annual Summit; focus on Trade, Defence, Energy Ties
- Primary Teachers in Odisha Protest at Lower PMG, Seek Pay Hike and Service Reforms
- Class 10 HSC (Matric) Exam 2026 to begin from February 19
- IndiGo cancels all Flights from Delhi Till Midnight
- Odisha Government Invites Tenders for 12 New Virgin Mineral Blocks
- The News Insight (English Fortnightly) Epaper – December 1-15, 2025
Browsing Category
Odisha Insight
Odisha News is being published under this section.
ରାଜନୀତିର ଅସ୍ତ୍ର ‘ଅଣ୍ଡାମାଡ଼’
ରାଜନୀତିର ଅସ୍ତ୍ର ପାଲଟିଛି ‘ଅଣ୍ଡାମାଡ଼’ । କିଛି ମାସ ହେବ ରାଜ୍ୟରେ ନେତାମାନେ ହୀନ ରାଜନୀତି କରୁଥିବା ଦୃଷ୍ଟିଗୋଚର ହେଉଛି। ସେ ଶାସନ ଦଳ ହେଉକି କଂଗ୍ରେସ , ବିଜେପି, ସମସ୍ତେ ହୀନ ରାଜନୀତିକୁ ପ୍ରଶୟ ଦେଉଛନ୍ତି ।
ବଲାଙ୍ଗୀରର ଛାତ୍ରଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜୟ ଓଡ଼ିଶା ସହଯୋଗରେ ରକ୍ତ ଦାନ ଭ୍ୟାନ ଏବଂ ସିଲେଇ ମେସିନ୍ ହସ୍ତାନ୍ତର ସମାରୋହ
ଜୟ ଓଡିଶା, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ପୁରୀର ନାମ ପରିବର୍ତ୍ତନ କଣ ସମ୍ଭବ?
ପୁରୀ ଓଡ଼ିଶା ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଓଡ଼ିଶାର ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ବିଭିନ୍ନ ଉତ୍ସବ ତଥା ରଥ ଯାତ୍ରା ପାଇଁ ପ୍ରସିଦ୍ଧ |
ବିଶ୍ଵ ଐତିହ୍ୟ ମାନଚିତ୍ରରେ ଶ୍ରେଷ୍ଠ ହେବ ଶ୍ରୀକ୍ଷେତ୍ର
ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ସ୍ମରଣୀୟ ଦିନ ହୋଇ ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ଏଥି ପାଇଁ ତିନି ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥିଲା ।
ମାହାଙ୍ଗା ଡବଲ ମର୍ଡ଼ର: ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପି, କଂଗ୍ରେସର ଯୁଦ୍ଧଂ ଦେହି ଡାକରା
ବଢିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ । ପ୍ରତାପଙ୍କ ବିରୁଦ୍ଧରେ ବିରୋଧୀଙ୍କ ସ୍ୱର ଶାଣିତ ହୋଇଛି ।
ଦ୍ଵିତୀୟ କୋଣାର୍କର ଆବଶ୍ୟକତା
କୋଣାର୍କ, ଯେଉଁଠି ପଥର ଭାଷା ମନୁଷ୍ୟର ଭାଷାକୁ ପରାସ୍ତ କରେ । ଜଗନ୍ନାଥଙ୍କ ପୁତ୍ର ଶାମ୍ବଙ୍କ ତପସ୍ୟା ସ୍ଥଳ ହେଉଛି କୋଣାର୍କ । ଏହା ହେଉଛି ସୂର୍ଯ୍ୟ ଉପାସନାର ସିଦ୍ଧି ସ୍ଥଳ ।
ଶହୀଦ ଲକ୍ଷ୍ମଣ ନାୟକ – ଏ ଜାତିର ଚିର ନମସ୍ୟ
ଶହୀଦ ଲକ୍ଷ୍ମଣ ନାୟକ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସେ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଜଣେ ପରିଚିତ ଚେହେରା ଭାବେ ସାମ୍ନାକୁ ଆସିଥିଲେ ।
ଆଗକୁ ପଞ୍ଚାୟତ ନିର୍ବାଚନ, ରାଜନୈତିକର ଦଳର ଅଙ୍କ କଷା ଆରମ୍ଭ
ଆଗକୁ ପଞ୍ଚାୟତ ନିର୍ବାଚନ । ୨୦୨୨ ରେ ହେବ ପଂଚାୟତ ନିର୍ବାଚନ । ଏନେଇ ପ୍ରତ୍ୟେକ ରାଜନୈତିକ ଦଳ ଅଙ୍କ କଷିବା ଆରମ୍ଭ କରିଦେଲେଣି ।
୫ଟି ରାଜ୍ୟର ୭୨୮୭ଟି ଗାଁରେ ପହଞ୍ଚିବ ୪ଜି ମୋବାଇଲ୍ ସେବା
ପାଞ୍ଚଟି ରାଜ୍ୟର ୪୪ଟି ଜିଲ୍ଲାରେ ଥିବା ୭୨୮୭ଟି ଗ୍ରାମରେ ପହଞ୍ଚିବ ୪ଜି ମୋବାଇଲ୍ ସେବା । ଏହି ସବୁ ଗାଁଗୁଡ଼ିକରେ ଆଜି ପର୍ଯ୍ୟନ୍ତ ମୋବାଇଲ୍ ସଂଯୋଗ ପହଞ୍ଚିପାରିନାହିଁ ।