Odisha Insight

Raghu Nayak – The Forgotten Hero

Everyone knows about Nathuram Godse, the man who shot dead the Father of the nation, Mahatma Gandhi, but hardly one remembers the man who had shown exemplary courage in catching the assassinator on January 30, 1948.

Lotus Attire (Padma Besha) of Mahaprabhu Jagannath in Suriya’s Digital Painting

The sibling deities at Jagannath Temple are attired in ‘Padma Besha’ today, falls between the new moon day of Magha and Basanta Panchami.

ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ନେଇ ଦଳ ଅଡ଼ୁଆରେ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡରେ ଦୁଇ ସରକାରୀ କର୍ମଚାରୀ ଆହତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ଼ ମାରିଥିବା କୁହାଯାଇଥିଲା ।

ରାଜନୀତିର ଆକର୍ଷଣରେ ବାନ୍ଧିହୋଇ ନିର୍ବାଚନକୁ ଓହ୍ଲାଇଲେ ବଲାଙ୍ଗିର ସୁନ୍ଦରୀ

ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଓଡ଼ିଶାରେ ନିର୍ବାଚନୀ ମାହୋଲ । କିଏ ଚାକିରି ଛାଡ଼ି ରାଜନୀତିରେ ତ ଆଉ କେଉଁଠି ପାଠୁଆ ପିଲା ବିଭିନ୍ନ ପଦବୀ ପାଇଁ ନିବାର୍ଚନ ଲଢୁଛନ୍ତି। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍‌ ଚୁଡାପାଲି ପଞ୍ଚାୟତରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।

ଚିନ୍ତା ବଢାଇଛି ଆଉ ଏକ କୋଭିଡ ଭୁତାଣୁ ‘ନିଓକୋଭ’

ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ କୋଭିଡ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ତେବେ ଏହି ସମୟ ମଧ୍ୟରେ କୋଭିଡର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସିବା ସହ ଅନେକ ତଥ୍ୟର ବୈଜ୍ଞାନିକମାନେ ଖୁଲାସା କରିଛନ୍ତି ।

Popular