Trending
- PiN Barta – News @ December 05, 2025
- BJP MP Sujeet Kumar urges removal of “Lord” title for British Rulers in Textbooks and Govt Documents
- TNI Evening News Headlines – December 05, 2025
- Government Takes Urgent Measures to Restore Indigo Flight Schedules
- President Murmu hails Dr. K Laxmi Bai following Bhakta Das’ Request
- India, Russia hold 23rd Annual Summit; focus on Trade, Defence, Energy Ties
- Primary Teachers in Odisha Protest at Lower PMG, Seek Pay Hike and Service Reforms
- Class 10 HSC (Matric) Exam 2026 to begin from February 19
- IndiGo cancels all Flights from Delhi Till Midnight
- Odisha Government Invites Tenders for 12 New Virgin Mineral Blocks
Browsing Category
Odisha Insight
Odisha News is being published under this section.
ପୁଣି ବିବାଦରେ ସଞ୍ଜୟ ଦାସ ବର୍ମା
ବିବାଦରେ ପୁଣି ଜଣେ ବିଜେଡି ନେତା । ନିଜ ରାଜନୈତିକ ସହଯୋଗୀ କର୍ମୀଙ୍କ ମୃତ୍ଯୁ ମାମଲାରେ ବିବାଦ ଘେରକୁ ଆସିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା।
କର୍ମଭୂମି ଗଞ୍ଜାମରୁ ନବୀନଙ୍କ ଶଙ୍ଖନାଦ
ମୁଖ୍ୟମନ୍ତ୍ରୀ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ । ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5 ଟି ସଚିବ ଭି କେ ପାଣ୍ଡିୟନ ମଧ୍ୟ ନଜରରେ ଆସିଥିଲେ |
ଗଣତନ୍ତ୍ରରେ ଗୁଣ୍ଡାଗିରି ପାଇଁ କୌଣସି ସ୍ଥାନ ନାହିଁ
ଗୁରୁବାର ଭଳି ଶୁକ୍ରବାର ମଧ୍ୟ ଭୁବନେଶ୍ୱରର ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଅପ୍ରୀତିକର ପରିସ୍ଥିତି । ବିଧାନସଭାକୁ ଧସେଇ ପଶିବା ବେଳେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀ କର୍ମୀ ମୁହାଁମୁହିଁ ହୋଇଥିଲେ ।
ସୁନ୍ଦରଗଡ଼ରେ ନୂଆ ସମୀକରଣ; ଶଙ୍ଖ ଫୁଙ୍କିଲେ ପ୍ରଫୁଲ୍ଲ ମାଝୀ
କଂଗ୍ରେସ ଛାଡିବା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଛାଡିବା ସଂପର୍କରେ ଘୋଷଣା କରିବେ ବୋଲି ଜଣାପଡିଥିଲା ।
Odisha Covid Analysis – December 8, 2021
Odisha reported 255 new Covid cases in the last 24 hours and 2 deaths of which 54 cases belong to 0-18 years.
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅପରାଜିତାଙ୍କ ପକ୍ଷ ଛେଦନ; ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ବୃଦ୍ଧି
ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା । ଓଡ଼ିଶା ବିଜେପିରେ ଚାଲିଛି ଶୀତଳ ଯୁଦ୍ଧ । ଅପରାଜିତା ଷଡ଼ଙ୍ଗୀ ଦଳୀୟ ସଂଗଠନରେ ଧ୍ୟାନ ନ ଦେଇ ବ୍ୟକ୍ତିଗତ ଭାବେ ସମାନ୍ତରାଳ ସଂଗଠନ ଗଢ଼ି ନିଜର ପ୍ରଚାର କରୁଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ସଦୃଶ ।
‘ପରବ’ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ-କୋଟିଆ
କୋରାପୁଟ ଲୋକ ମହୋତ୍ସବ ‘ପରବ’ ର ଉଦ୍ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ କୋଟିଆ । ଆନ୍ଧ୍ରର ଅନୁପ୍ରବେଶ ପାଇଁ ଚର୍ଚ୍ଚାରେ ରହିଛି କୋଟିଆ।
ପ୍ରସିଦ୍ଧ ଦିଲ୍ଲୀ ହାଟରେ ‘ଆଦି ମହୋତ୍ସବ’
ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଣ୍ଟି ଦେଶୀୟ ସାମଗ୍ରୀକୁ ନେଇ ଦିଲ୍ଲୀ ହାଟରେ ‘ଆଦି ମହୋତ୍ସବ’। ଓଡ଼ିଶାର ବିଭିନ୍ନ ଆଦିବାସୀ ଅଞ୍ଚଳରୁ କାରିଗରମାନେ ନିଜର ସାମଗ୍ରୀ ଓ କଳାବସ୍ତୁ ବିକ୍ରି କରୁଛନ୍ତି ।
ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡ଼ିର ଯୁଦ୍ଧ ଡାକରା
ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ ଜାରି ରଖିବା ସହିତ ଆଗକୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ବିଜେଡ଼ିର କର୍ମୀ ଏବଂ ମନ୍ତ୍ରୀମାନେ ।