Trending
- 2025 Six Nations Championship: Teams, Key Matches, and Players to Watch
- TNI News Digest – January 9, 2025
- India to bid for 2036 Olympics; Bhubaneswar to be one of the Co-Host Cities!
- Empowering Rural Artisans: Young Indians Bhubaneswar Makes a Difference
- TNI Evening News Headlines – January 09, 2025
- BJD Seeks Rs 1 Crore Compensation for Sahadev’s Family
- Bhubaneswar Murder Case: 5 Arrested; Shocking Details Emerge
- Closing bell: Stock market closes in red amid volatility
- Shamba Dasami: A Celebration of Devotion and Healing
- PM Modi inaugurates 18th Pravasi Bharatiya Divas in Odisha
Browsing Category
Odisha Insight
Odisha News is being published under this section.
ଧଳା ଜହର ଜାଲରେ ଓଡିଶା
ଧଳା ଜହର କବ୍ଜାରେ ଓଡିଶା । ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ର ଛାତ୍ରୀଙ୍କୁ ଏଥିରେ ଟାର୍ଗେଟ କରୁଛନ୍ତି । ଏହା ନୂତନ ଯୁବ ପିଢ଼ିଙ୍କ ଉପରେ ମଧ୍ୟ ବେଶ ପ୍ରଭାବ ପକାଉଛି ।
ବଦଳୁଛି ମିଶନ ଶକ୍ତିର ପରିଭାଷା: ରାଜ୍ୟର ସମସ୍ତ ମେଡିକାଲର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି
ଏସଏଚଜି ନେବେ ଡାକ୍ତରଖାନା ଦାୟିତ୍ବ । ରାଜ୍ୟର ସମସ୍ତ ମେଡିକାଲ କଲେଜ, ମେଡିକାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି ସଦସ୍ୟା ।
ନୂଆ ରୂପରେ ଝଟକୁଛି ମା ତାରାତାରିଣୀଙ୍କ ମନ୍ଦିର
ବଦଳିଛି ଗଞ୍ଜାମ ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀଙ୍କ ପୀଠର ରୂପରେଖ । ଆରମ୍ଭ ହୋଇଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା'ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ।
ରାଜ୍ୟରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ
ଟାର୍ଗେଟ୍ରେ ପୁରାତନ ମଠ ଓ ମନ୍ଦିର । ଲଗାତାର କିଛି ମାସ ହେବ ରାଜ୍ୟରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ । ଟାର୍ଗେଟରେ ରହିଛି ପ୍ରାଚୀନ ମନ୍ଦିରର ଅଷ୍ଟଧାତୁ ମୂର୍ତ୍ତି । ପୁଲିସକୁ ଚ୍ୟାଲେଞ୍ଜ ଦେଇ ବିଭିନ୍ନ ମନ୍ଦିରରୁ ଚୋରି କରୁଛନ୍ତି ମୂଲ୍ୟବାନ ପୁରାତନ ମୂର୍ତ୍ତି । ଠାକୁରଙ୍କୁ…
ଜାତୀୟ ହକି ଦଳର କମାଣ ସମ୍ଭାଳିବେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା
ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋନେସିଆରେ ଏସିଆ କପ୍ । ଏବେ ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବକୁ ଯାଉଛି ।
ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟଙ୍କ ମୃତ୍ୟୁ
ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗୁରୁବାର ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଓଡିଆ ପାଇଲଟ ଜଣଙ୍କ ଘର ସମ୍ବଲପୁରରେ ।
ମେ ୨୭ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ
ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଓଡ଼ିଶାରେ ମୌସୁମୀ ଜୁନ୍ ପ୍ରଥମ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଦୌଡରେ ଓଡିଶାରୁ କିଏ ?
ରାଜ୍ୟସଭା ନିର୍ବାଚନ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ଟି ଆସନ ରହିଛି ।
ସର୍ବାଧିକ ଜଙ୍ଗଲ କ୍ଷେତ୍ର ବୃଦ୍ଧିରେ ଭାରତରେ ତୃତୀୟ ଓଡ଼ିଶା
ଇଣ୍ଡିଆ ଷ୍ଟେଟ୍ ଅଫ ୨୦୨୧ ରିପୋର୍ଟରେ ଜଙ୍ଗଲ କ୍ଷେତ୍ର ବୃଦ୍ଧିରେ ଓଡ଼ିଶା ଭାରତରେ ତୃତୀୟ ରାଜ୍ୟ । ଏଥିପାଇଁ ବନବିଭାଗକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।
Sundargarh Dist Admin provides Free Hotel Management courses to Mining affected Students
Sundargarh Dist Admin provides free Hotel Management courses to Students belonging to all sections from 6 mining affected blocks of the dist.