Trending
- State Dinner for Putin: Tharoor Invited; Rahul, Kharge Snubbed
- Rourkela–Bhubaneswar Flight Service Resumes After Four Months
- PiN Barta – News @ December 05, 2025
- BJP MP Sujeet Kumar urges removal of “Lord” title for British Rulers in Textbooks and Govt Documents
- TNI Evening News Headlines – December 05, 2025
- Government Takes Urgent Measures to Restore Indigo Flight Schedules
- President Murmu hails Dr. K Laxmi Bai following Bhakta Das’ Request
- India, Russia hold 23rd Annual Summit; focus on Trade, Defence, Energy Ties
- Primary Teachers in Odisha Protest at Lower PMG, Seek Pay Hike and Service Reforms
- Class 10 HSC (Matric) Exam 2026 to begin from February 19
Browsing Category
Odisha Insight
Odisha News is being published under this section.
Westen Odisha goes festive for Nuakhai; President, PM extend wishes
Western Odisha folks are all in festive moods with the arrival of the Nuakhai on Thursday.
Naveen writes to Centre; seeks adequate supply of Fertilizers to Odisha
Naveen Patnaik, Chief Minister of Odisha has expressed gratitude to the Department of Fertilizers for ensuring the supply of Urea as per the requirement of Odisha State by July end.
ଓଡ଼ିଶାର ଅନନ୍ୟ କଳା ‘ଜଉ କଣ୍ଢେଇ’
ଓଡ଼ିଶାର ଅନନ୍ୟ କଳା ହେଉଛି ଜଉ କଣ୍ଢେଇ । ଜଉ କଣ୍ଢେଇ ପାଇଁ ପ୍ରଥମେ ମାଟିରେ ମୂର୍ତ୍ତି ତିଆରି କରାଯାଏ । ପରେ ତାକୁ ନିଆଁରେ ପୋଡ଼ି ଜଉର ପ୍ରଲେପ ଦିଆଯାଏ ।
ଇତିହାସର ମୁକସାକ୍ଷୀ ଓଡ଼ିଶାର ଉଲାପଗଡ଼ ପାହାଡ
ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ଝାରସୁଗୁଡା ଜିଲ୍ଲାର ଐତିହାସିକ ଓ ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ । ଓଡ଼ିଶାରେ ଥିବା ଅନେକ ପାହାଡର ରହିଛି ଭିନ୍ନ ଭିନ୍ନ କାହାଣୀ । ସେଥିମଧ୍ୟରୁ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଉଲାପଗଡ଼ ପାହାଡ ।
ନିଜ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିଥିବା ଏକ ସମ୍ପ୍ରଦାୟ ହେଉଛି ବିନ୍ଝାଲ୍ ଜନଜାତି
ପ୍ରତ୍ୟେକ ଆଦିବାସୀ ନିଜସ୍ୱ ଭାଷା,ପରମ୍ପରା ଓ ସଂସ୍କୃତି ରହିଛି । ନିଜର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଥିବା ସେମିତି ଏକ ସମ୍ପ୍ରଦାୟ ହେଉଛନ୍ତି ବିନ୍ଝାଲ୍ ।
୪ ରାଜ୍ୟସଭା ଆସନ ପାଇଁ ଚର୍ଚ୍ଚା ଜୋର; ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ?
ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ । ୩ଟି ଆସନ ପାଇଁ ନିର୍ବାଚନ ଓ ଆଉ ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ । ଓଡିଶାରୁ ୪ ଟି ଆସନ, ହେଲେ ଆଶାୟୀ ଅନେକ ।
ଏବର୍ଷ ଭକ୍ତଙ୍କ ଗହଣରେ ହେବ ପବିତ୍ର ମହାସ୍ନାନ ଯାତ୍ରା
ଗତ ଦୁଇ ବର୍ଷ ହେବ କୋଭିଡ କାରଣରୁ ବିନା ଭକ୍ତରେ ହେଉଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ଅର୍ଥାତ ଘରେ ବସି ଡିଜିଟାଲରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁମାନେ । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ସିଧାସଳଖ ସ୍ନାନଯାତ୍ରାରେ ସାମିଲ ହେବେ।
କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ଖର୍ଚ୍ଚ ହେବ ୭୦ କୋଟି ଟଙ୍କା
କଟକର ଅଧିଷ୍ଠାତ୍ରୀ ଦେବୀ ମାଁ କଟକ ଚଣ୍ଡୀ ଯାହାକି ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ । ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା ।
ଅଧିକ ସଶକ୍ତ ହେବ ମିଶନ ଶକ୍ତି; ଆଗାମୀ 5 ବର୍ଷରେ ଖର୍ଚ୍ଚ ହେବ ୪୯୭୩.୩୯ କୋଟି
ଆସନ୍ତା ୫ ବର୍ଷରେ ମିଶନଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି । ଏବେ ମିଶନ ଶକ୍ତିର ନୀରବ ବିପ୍ଳବ ଆହୁରି ମଜବୁତ ହେବ ।
ଚିନ୍ତା ବଢ଼ାଉଛି ‘ଟମାଟୋ ଫ୍ଲୁ’; ମୁକାବିଲା ନେଇ ଓଡ଼ିଶାରେ ପ୍ରସ୍ତୁତି
କରୋନାକୁ ପରେ ଏବେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ। ଓଡିଶା ପ୍ରତି ବିପଦ ଥିବା ହେତୁ ଏ ନେଇ ଆଗୁଆ ପ୍ରସ୍ତୁତି କରିଛି ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ।