Odisha Insight

Odisha man rescued and reunited with family by Chennai based NGO-Udavum Karangal

Binod Kumar Sahu, a 35 year old demented man from Goudabahali village, Jajpur, Odisha was rescued and reconciled with family after being missing for 6 months.

ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ

ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ । ବନଜାଗ ବିଧିରେ ସୁନା କୁରାଢିରେ ରଥ କାଠ ହଣାଯିବା ପରେ ଶୁଭାରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ ।

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିବ ଚଷା ପୁଅ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ କରିବ ଚଷା ପୁଅ । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ। ଆଜିର ଦିନରେ ଚାଷୀ ଭାଇ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ।

Sundargarh District Awarded for Success in Skill Development Programmes

Sundargarh district has been awarded for the implementation and successful management of various innovative skill development programs on May 2, 2022. 

ରାଜ୍ୟରେ ପ୍ରତିଷ୍ଠା ହେବି ୩୪ଟି ନୂଆ ଅଦାଲତ

ରାଜ୍ୟରେ ସରଳ ହେବାକୁ ଯାଉଛି ନ୍ୟାୟିକ ପ୍ରକ୍ରିୟା । ବିଭିନ୍ନ ଜିଲ୍ଲାରେ ଏବେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମାରିଛନ୍ତି ମୋହର । ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।

Popular