Browsing Tag

Dharmendra Pradhan

ପାଞ୍ଚଦିନିଆ ‘ଜାତୀୟ କଳା ଉତ୍ସବ ୨୦୨୨-୨୩’ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ଦେଶର ଶିକ୍ଷା ବ୍ୟବସ୍ଥାରେ କଳା ଏବଂ ସଂସ୍କୃତିର ନିବିଡ ସମ୍ପର୍କ ରହିଆସିଛି ।

ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ ଆମର ମୁଖ୍ୟ ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ କରିବା ଆମ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ଗଣମାଧ୍ୟମର ଏ ସମ୍ପର୍କୀତ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅନୁଗୁଳରେ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଅନୁଗୋଳ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଭାରତ ଜି-୨୦ ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତ ଜି-୨୦ ସହ ଲୋକଙ୍କୁ ଯୋଡ଼ିବା ଏବଂ ଯୋଗଦାନକୁ ବଢାଇବା ଆମର ସାମୂହିକ ଦାୟିତ୍ୱ । ବିଶ୍ୱରେ ଭାରତର ଶକ୍ତି, ବିବିଧତା, ପରମ୍ପରା ଏବଂ ସଫଳତାକୁ ପ୍ରଦର୍ଶନ କରିବା ପାଇଁ ଏହି ଆନ୍ଦୋଳନରେ ସମସ୍ତେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।