ଲୋକାର୍ପିତ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’

ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଟିଡିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି ।

ପିପିଲି ଚାନ୍ଦୁଆ ବ୍ୟବସାୟ କରି ସ୍ଵାବଲମ୍ବୀ ହେଲେ ମହିଳା

ପିପିଲିର ପ୍ରସିଦ୍ଧ ଚାନ୍ଦୁଆ କାମ କେବଳ ପିପିଲିରେ ସୀମିତ ହୋଇ ରହିନାହିଁ । ଦେଶବିଦେଶରେ ମଧ୍ୟ ଏହାର ଚାହିଦା ବଢିଛି । ଚାନ୍ଦୁଆର ବଜାର ଥିବାରୁ ପିପିଲି ବାହାରେ ଚାହିଦା ବଢିବା ସହିତ ଅନେକ ଲୋକ ଏହାକୁ ବୃତ୍ତି ଭାବେ ଗ୍ରହଣ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।