Trending
- President Murmu hails Dr. K Laxmi Bai following Bhakta Das’ Request
- India, Russia hold 23rd Annual Summit; focus on Trade, Defence, Energy Ties
- Primary Teachers in Odisha Protest at Lower PMG, Seek Pay Hike and Service Reforms
- Class 10 HSC (Matric) Exam 2026 to begin from February 19
- IndiGo cancels all Flights from Delhi Till Midnight
- Odisha Government Invites Tenders for 12 New Virgin Mineral Blocks
- The News Insight (English Fortnightly) Epaper – December 1-15, 2025
- Several Odisha Govt Departments spend HUGE on Social Media without Results
- TNI Morning News Headlines – December 05, 2025
- Sofia Firdous Slams ‘Weak’ Gambling Bill, Seeks Stronger Penalties
Browsing Category
Odisha Insight
Odisha News is being published under this section.
ଓଡ଼ିଶା-ମୋ ପରିବାର ସହାୟତାରେ BSKY ଦ୍ୱାରା ନୂଆ ଜୀବନ ମିଳିଲା ନିରଞ୍ଜନଙ୍କୁ
ଅର୍ଥ ଅଭାବରୁ ନିଜର ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବାକୁ ଭୟ କରୁଥିଲେ ନିରଞ୍ଜନ ।
କଟକ ପୋଲିସ ଡିଜି ଅଫିସ ସାମ୍ନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ସସ୍ମିତା ଆଜି କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ କର୍ମଚାରୀ ମାନେ କାବୁ କରିଥିଲେ।
ଜାଣନ୍ତୁ ଓଡ଼ିଶାର କୋରାପୁଟ ଜିଲ୍ଲାର ୫ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ
ପ୍ରାକୃତିକ ବିଭବ ଓ ଐତିହରେ ଭରପୂର କୋରାପୁଟ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନସ୍ଥଳୀ। ଯାହାକି କେବଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ତାହା ନୁହେଁ, ଶ୍ରଦ୍ଧାଳୁ ମଧ୍ୟ ଛୁଟି ଆସନ୍ତି ଏଠାକୁ ।
କଳି ଯୁଗର କଂସ ମହାରାଜ ହୃଷିକେଶ ଭୋଇ
ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ 75 ବର୍ଷ ପୁରଣ ହୋଇଥିବାବେଳେ ଗତ 9 ବର୍ଷ ହେବ ମହାରାଜ କଂସ ଭୂମିକାରେ ସଫଳତାର ସହିତ ଅଭିନୟ କରିଆସୁଛନ୍ତି ଯାତ୍ରାର ମୁଖ୍ୟ ଅଭିନେତା ହୃଷିକେଶ ଭୋଇ ।
ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର
ଆଜି ସଂଧ୍ୟାରେ ଅନୁଷ୍ଠିତ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ଶ୍ରୀ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ।
ପାଞ୍ଚଦିନିଆ ‘ଜାତୀୟ କଳା ଉତ୍ସବ ୨୦୨୨-୨୩’ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ଦେଶର ଶିକ୍ଷା ବ୍ୟବସ୍ଥାରେ କଳା ଏବଂ ସଂସ୍କୃତିର ନିବିଡ ସମ୍ପର୍କ ରହିଆସିଛି ।
ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ ଆମର ମୁଖ୍ୟ ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ
ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ କରିବା ଆମ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ଗଣମାଧ୍ୟମର ଏ ସମ୍ପର୍କୀତ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜାନୁଆରୀ 4ରୁ 11 ଦିନ ଯାଏଁ ଭିତରକନିକା ବନ୍ଦ
ଜାନୁଆରୀ 4ରୁ 14 ତାରିଖ 11 ଦିନ ଧରି କୁମ୍ଭୀରମାନଙ୍କର ଗଣନା କରାଯିବ । ଏହି 11 ଦିନ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।
ଚିଲିକାରେ ବିଦେଶୀ ପକ୍ଷୀ ଶିକାର କରି ଅଭିଯୁକ୍ତ ଗିରଫ
ଚିଲିକା କୂଳ କାଳୁପଡ଼ା ଘାଟ ଜେଟି ପାଖରେ ସମ୍ପୃକ୍ତ ଅଭିଯୁକ୍ତ ପକ୍ଷୀ ଶିକାର କରୁଥିଲେ। ଏହି ସମୟରେ ତାକୁ ଟାଙ୍ଗୀ ବନ ବିଭାଗ କାବୁ କରିଛି।
ପ୍ରତାପଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର
ଦୁର୍ଘଟଣାଟି ଘଟିଥିଲା, ୧୯୯୭ମସିହା ଏପ୍ରିଲ ୧୭ତାରିଖରେ, ଯେଉଁଦିନ ସାରା ଓଡ଼ିଶାରେ ମହାନ ଜନନାୟକ ତଥା ପ୍ରବାଦପୁରୁଷ ବିଜୁ ବାବୁଙ୍କ ମୃତ୍ୟୁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା