Browsing Category

Odisha Insight

Odisha News is being published under this section.

ଭାରତ ଜି-୨୦ ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତ ଜି-୨୦ ସହ ଲୋକଙ୍କୁ ଯୋଡ଼ିବା ଏବଂ ଯୋଗଦାନକୁ ବଢାଇବା ଆମର ସାମୂହିକ ଦାୟିତ୍ୱ । ବିଶ୍ୱରେ ଭାରତର ଶକ୍ତି, ବିବିଧତା, ପରମ୍ପରା ଏବଂ ସଫଳତାକୁ ପ୍ରଦର୍ଶନ କରିବା ପାଇଁ ଏହି ଆନ୍ଦୋଳନରେ ସମସ୍ତେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ଧବଳେଶ୍ଵର ପୂଜକଙ୍କ ଅହିଂସା ଆନ୍ଦୋଳନ; ଜାଣନ୍ତୁ ପୁରା ଖବର

ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ । ଖାସ୍ କରି କାର୍ତ୍ତିକ ମାସର ବଡ଼ଠଶାରେ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ।

ବିଜୁ ଜନତା ଦଳ – ଓଡ଼ିଶା ରାଜନୀତିରେ ୨୫ ବର୍ଷ

ନବୀନ ପଟ୍ଟନାୟକ ଆଜି କେବଳ ଓଡ଼ିଶାର ୫ କୋଟିରୁ ଊର୍ଦ୍ଧ ଓଡ଼ିଶାବାସୀ କିମ୍ବା ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କର ପ୍ରିୟତମ ନେତା ନୁହନ୍ତି ଭାରତବର୍ଷର ରାଜନୀତିର ଦିଗ୍‌ବଳୟରେ ଜଣେ ପ୍ରଶଂସିତ ନେତୃତ୍ବ।

ଓଡିଶା ଗସ୍ତରେ ଥିବା ମହିଳା ମୋର୍ଚ୍ଚାର ପ୍ରତିନିଧିମାନଙ୍କ ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ

ଏସଏଚଜିକୁ କେବଳ ଟଙ୍କା ବାଣ୍ଟି ମହିଳା ସଶକ୍ତୀକରଣ ହୋଇଛି ବୋଲି ଡିଣ୍ଡିମ ପିଟୁଥିବା ଶାସକ ବିଜେଡିର ୨୩ ବର୍ଷର ନିରୁଙ୍କଶ ଶାସନରେ ଓଡିଶାର ମାଁ ଓ ଭଉଣୀଙ୍କ ସଠିକ୍ ଆର୍ଥିକ ବିକାଶ ହୋଇନାହିଁ ।

5T ସଚିବଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ

ପୂର୍ବରୁ ପାଣ୍ଡିଆନ୍ ପୁରୀ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ସେଠାରୁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ teaching hospital ନିର୍ମାଣ କାମ ବୁଲି ଦେଖିଥିଲେ ଓ ଅଗ୍ରଗତି ର ସମୀକ୍ଷା କରିଥିଲେ ।

ଆସନ୍ତା ୨୬ ତାରିଖରେ ମୁହାଁମୁହିଁ ହେବେ ବିଜେଡି- ବିଜେପି; ବିଜେପି କରିବ ସତ୍ୟାଗ୍ରହ

ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟକ ତଥା ରାଜ୍ୟ ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।