Trending
- BJD Revokes Expulsion of Former Remuna MLA Sudhansu Sekhar Parida
- TNI News Digest – January 19, 2025
- Union Minister G Kishan Reddy Meets Odisha CM, Discusses Mining Sector
- Meet Atma Prem Giri Maharaj, the 7-Foot ‘Muscular Baba’ Captivating Devotees at Maha Kumbh
- India Completes Double Glory at Kho Kho World Cup, Men Triumph Over Nepal to Lift Title
- India Clinches Inaugural Women’s Kho Kho World Cup with Resounding Victory Over Nepal
- Ceasefire Begins in Gaza Amid Delays
- Sanjoy Roy’s Mother Accepts Court’s Verdict in R G Kar Case: “I Will Cry Alone, but Justice Must Prevail”
- Massive Fire Erupts at Maha Kumbh Mela in Prayagraj; Firefighting Operations Underway
- Naba Das Murder Case: Deepali to write Odisha Govt for CBI probe
Browsing Category
Odisha Insight
Odisha News is being published under this section.
ମିଶନ ଶକ୍ତି ଏକ ପ୍ରକଳ୍ପ ନୁହେଁ , ଏହା ଏକ ଆନ୍ଦୋଳନ
ମୁଖ୍ୟମନ୍ତ୍ରୀଙ୍କର ମିଶନ ଶକ୍ତି ଉପରେ ଗୁରୁତ୍ୱ । ନାରୀଙ୍କୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।
ସାମ୍ବାଦିକଙ୍କ ଉପରେ ପୋଲିସର ଜୁଲମ, ବଢୁଛି ଅସନ୍ତୋଷ
ସତ୍ୟ ଘଟଣା ଦେଖାଇବାରୁ ସାମ୍ବାଦିକଙ୍କୁ ଦବାଇବାକୁ ପ୍ରୟାସ । ସାମ୍ବାଦିକଙ୍କୁ ଗିରଫ ଘଟଣାରେ ତେଜିଛି ଅସନ୍ତୋଷ । ମାଲକାନଗିରିରେ ଅର୍ଗସ ସମ୍ବାଦିକଙ୍କ ସହ ଅନ୍ୟ ଗଣମାଧ୍ୟମର ୪ ଜଣ ସାମ୍ବାଦିକଙ୍କୁ ପୋଲିସ ରାତି ଅଧରେ ଗିରଫ ଘଟଣା ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ଥୋପ!
ମୁଣ୍ଡ ଉପରକୁ ଆସିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଇଥିଲେ କାଳିଆ ସହାୟତା ଆଉ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୦୦୦ ଟଙ୍କା କୋଭିଡ ସହାୟତା ରାଜ୍ୟବାସୀଙ୍କୁ ଦେବେ ରାଜ୍ୟ ସରକାର ।
ଓଡ଼ିଶାରେ ପଞ୍ଚାୟତ ଭୋଟକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ
ପାଖେଇ ଆସିଲାଣି ୨୦୨୨ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ଭୋଟ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହେବାପରେ ରାଜ୍ୟ ରାଜନୀତି ହୋଇପଡିଛି ଚଳଚଞ୍ଚଳ।
T-Setu – Odisha’s longest bridge
Chief Minister Naveen Patnaik today inaugurated T-Setu, the State’s longest bridge over Mahanadi in Cuttack district.
କେନ୍ଦ୍ରାପଡା ଇସ୍ପାତ ପ୍ରକଳ୍ପ ଜଗତସିଂହପୁର ପୋସ୍କୋ ଭଳି ହେବନି ତ ?
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ବୈଠକରେ ମୋଟ ୧,୦୨,୨୭୫ କୋଟି ଟଙ୍କା ପୁଞ୍ଜି ନିବେଶ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ଵିତ ଷ୍ଟିଲ ପ୍ଲାଣ୍ଟକୁ…
ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି: ଏକ ଯୁଗାନ୍ତକାରୀ ପଦକ୍ଷେପ
ବାହାଘର ପାଇଁ ଝିଅମାନଙ୍କ ବୟସ ୧୮ ବଦଳରେ ୨୧ରେ କରାଯିବା ନେଇ କୁହାଯାଇଛି । ସର୍ବନିମ୍ନ ଭାବରେ ବୟସ ସୀମା ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମତି ଦେଇଛନ୍ତି ।
ଓଡ଼ିଶାରେ ଇକୋ ରିଟ୍ରିଟ କ’ଣ କେବଳ ଧନୀ ମାନଙ୍କ ପାଇଁ?
କୋଭିଡ କଟକଣା ଭିତରେ ତୃତୀୟ ଥର ପାଇଁ ଇକୋ ରିଟ୍ରିଟ ଉତ୍ସବ ଉଦଘାଟିତ ହୋଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତବର୍ଷ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ।
ପୁଣି ବିବାଦରେ ସଞ୍ଜୟ ଦାସ ବର୍ମା
ବିବାଦରେ ପୁଣି ଜଣେ ବିଜେଡି ନେତା । ନିଜ ରାଜନୈତିକ ସହଯୋଗୀ କର୍ମୀଙ୍କ ମୃତ୍ଯୁ ମାମଲାରେ ବିବାଦ ଘେରକୁ ଆସିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା।
କର୍ମଭୂମି ଗଞ୍ଜାମରୁ ନବୀନଙ୍କ ଶଙ୍ଖନାଦ
ମୁଖ୍ୟମନ୍ତ୍ରୀ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ । ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5 ଟି ସଚିବ ଭି କେ ପାଣ୍ଡିୟନ ମଧ୍ୟ ନଜରରେ ଆସିଥିଲେ |