Trending
- State Dinner for Putin: Tharoor Invited; Rahul, Kharge Snubbed
- Rourkela–Bhubaneswar Flight Service Resumes After Four Months
- PiN Barta – News @ December 05, 2025
- BJP MP Sujeet Kumar urges removal of “Lord” title for British Rulers in Textbooks and Govt Documents
- TNI Evening News Headlines – December 05, 2025
- Government Takes Urgent Measures to Restore Indigo Flight Schedules
- President Murmu hails Dr. K Laxmi Bai following Bhakta Das’ Request
- India, Russia hold 23rd Annual Summit; focus on Trade, Defence, Energy Ties
- Primary Teachers in Odisha Protest at Lower PMG, Seek Pay Hike and Service Reforms
- Class 10 HSC (Matric) Exam 2026 to begin from February 19
Browsing Category
Odisha Insight
Odisha News is being published under this section.
ପଞ୍ଚାୟତ ନିର୍ବାଚନ : ନିର୍ଦ୍ୱନ୍ଦରେ ଜିତି ୧୨୬ ସରପଞ୍ଚ ପ୍ରାର୍ଥୀଙ୍କ ବାଜିମାତ
ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଗାଁ ପରିବେଶରୁ ଖାଲି ରାଜନୈତିକ ବାସ୍ନା ଆସୁଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ଆସନଠାରୁ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ସରପଞ୍ଚ ପାଇଁ ରାଜନୀତି ସରଗରମ ରହିଛି ।
ଜାତୀୟ ପର୍ଯ୍ୟଟନ ଦିବସ: ପର୍ଯ୍ୟଟନ ଦ୍ରୁତଗତିରେ ବିକଶିତ ହେଉଥିବା ବ୍ୟବସାୟିକ କ୍ଷେତ୍ର
ପ୍ରକୃତି ନିଜ କୋଳରେ ସଜାଇ ରଖିଥିବା ଦର୍ଶନୀୟ, ଆକର୍ଷଣୀୟ ମନଲୋଭା ସ୍ଥାନକୁ ଦେଖି ଆନନ୍ଦ ଉଠାଇବା ସକାଶେ ଭ୍ରମଣ କରିବା ପ୍ରୋତ୍ସାହନ ଦେବା ପାଇଁ ପାଳିତ ହୁଏ ଏହି ଦିବସ ।
କୋଭିଡ଼ ବିଷ୍ଫୋରଣ ପରିସ୍ଥିତିରେ ସ୍କୁଲ ଖୋଲିବା କେତେ ସମୀଚିନ?
ଉପରମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ପାଖାପାଖି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୭ ହଜାର ୨୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପଞ୍ଚାୟତ ଭୋଟ: ଓଡ଼ିଶା ରାଜନୀତି ଚଳଚଞ୍ଚଳ
ପଞ୍ଚାୟତ ଭୋଟକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ । ଆଶାୟୀଙ୍କ ସଂଖ୍ୟା ବଢ଼ିବା ସହିତ ସ୍ଥାନୀୟ ନେତାଙ୍କର ମୁଣ୍ଡବ୍ୟଥା ଆରମ୍ଭ ହେଲାଣି। କାହାକୁ ସମର୍ଥନ ଦେବେ ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ବାଜି ମାରିନିଅନ୍ତି କ’ଣ ହେବ ରଣକୌଶଳ ?
Nihar Dandpat – The Super Rich Constable of Odisha
A Vigilance team that raided the premises of a police constable of Mayurbhanj on Tuesday stumbled upon a rooftop swimming pool in his Baripada residence apart from a string of properties which the man in question, Nihar Ranjan Dandpat, is…
ଗଣିଆର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ
ଆସିଲାଣି ପର୍ଯ୍ୟଟନ ଋତୁ l ଓଡ଼ିଶାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି l ସଜେଇ ହୋଇଗଲାଣି ପର୍ଯ୍ୟଟନସ୍ଥଳ ଗୁଡିକ l କେତେକ ପର୍ଯ୍ୟଟନ ସ୍ଥାନ ରହିଛି ଯାହା ଅନେକଙ୍କ ପାଇଁ ଅଜଣା ମଧ୍ୟ l
ନୂଆବର୍ଷରେ ଗ୍ରୀଟିଙ୍ଗସ କାର୍ଡ – ମନେ ପଡ଼େ ସେ ପୁରୁଣା ଦିନ
ଜାନୁଆରୀ ୧ ଆସିଲା ମାନେ ସମସ୍ତେ ନବବର୍ଷ ର ଶୁଭେଚ୍ଛା ଆଊ ଅଭିନନ୍ଦନ ଦେବାରେ ଲାଗିପଡନ୍ତି । ସଭ୍ୟତାର ତାଳେ ତାଳେ ସହରୀ ସଭ୍ୟତାର ଚାକଚକ୍ୟରେ ନୂଆ ବର୍ଷର ପରିଭାଷା ମଧ୍ୟ ବଦଳିଛି ।
‘ମହୁରି ସମ୍ମାନ’ ପାଇବେ କବି ଡ. ଗାୟତ୍ରୀବାଳା ପଣ୍ଡା
କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ ‘ମହୁରି ସମ୍ମ।ନ’ । ଓଡିଆ ସାହିତ୍ୟ ପତ୍ରିକା ପକ୍ଷରୁ ଗାୟତ୍ରୀବାଳା ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମ।ନ ପ୍ରଦାନ ନେଇ ଘୋଷଣା କରାଯାଇଛି ।
Chandragiri- A Land Beyond Dreams
Odisha, The Soul Of Incredible India. A paradise of mysteries, serenities and culture. Every place of it holds a saga to tell. There are some gems full of wonders and beauty, hiding in its lap. Some are explored and other are still …
ଦେଓମାଳି – ପ୍ରକୃତିର ଅମୂଲ୍ୟ ଉପହାର
ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଦେଓମାଳି ପର୍ବତ ରାଣୀ ଭାବେ ପରିଚିତ ଓ ଏହା ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ।ଦେଶର ଅନ୍ୟ ଉପତ୍ୟକା ଭଳି ଦେଓମାଳି ମଧ୍ୟ ଆକର୍ଷଣୀୟ ।