Odisha Insight

ଆଜି ସରିଛି ରାଜ୍ୟର ପଞ୍ଚାୟତ ନିର୍ବାଚନ ପର୍ବ

ରାଜ୍ୟରେ ଶେଷ ହୋଇଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ । ୪ଟି ପର୍ଯ୍ୟାୟ ସୁଦ୍ଧା ମାତ୍ର ୫ଟି ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିଲା ଓ ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୨୫ଟି ଜିଲ୍ଲାର ୧୩୧ଟି ଜୋନରେ ଆଜି ମତଦାନ ହୋଇଛି ।

ଆଶା ଓ ଆଶଙ୍କାର ଅନ୍ତ ଘଟାଇ କୋଟିଆ ପଞ୍ଚାୟତରେ ଫଳିଛି ଷ୍ଟ୍ରବେରୀ

କୋଟିଆକୁ ନେଇ ବିବାଦ ଥମୁ ନ ଥିବାବେଳେ ଓଡ଼ିଶା ମାଟିର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ ଏବେ ସମସ୍ତଙ୍କୁ ନୂଆ ଆଶା ଦେଖାଇଛି । କୋରାପୁଟର କୋଟିଆ ମାଟିରେ ଫଳିଚି ଲାଲ୍ ଟହଟହ ଷ୍ଟ୍ରବେରୀ ।

ରତ୍ନଭଣ୍ଡାର ଚାବି ବିବାଦ: ସିବିଆଇ ନିକଟରେ ଅଭିଯୋଗ ଦେଲା ଜଗନ୍ନାଥ ସେନା

ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଓ ବିବାଦ ଜାରି ରହିଛି । ଆଜି  ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ ମାମଲାରେ ସିବିଆଇ ନିକଟରେ ଅଭିଯୋଗ କରିଛି  ଜଗନ୍ନାଥ ସେନା ।

ଜାଣନ୍ତୁ ଜଗନ୍ନାଥ ମନ୍ଦିରକୁ କାହିଁକି ଧଳା ପାଗୋଡା କୁହାଯାଉଥିଲା

ପୁରୀ ଯାହା ମହାପ୍ରଭୁଙ୍କ ଧାମ ଭାବେ ବିଶ୍ବ ପ୍ରସିଦ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭେଦ କରିବା ଛାର ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ । ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ମଧ୍ୟ ବିରଳ ।  

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା

ମନୀଷା ନାୟକ ଯିଏକି ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ୱପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖିଥିଲେ ସେ ।

Popular