ଚିନ୍ତା ବଢାଇଛି ଆଉ ଏକ କୋଭିଡ ଭୁତାଣୁ ‘ନିଓକୋଭ’

ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ କୋଭିଡ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ତେବେ ଏହି ସମୟ ମଧ୍ୟରେ କୋଭିଡର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସିବା ସହ ଅନେକ ତଥ୍ୟର ବୈଜ୍ଞାନିକମାନେ ଖୁଲାସା କରିଛନ୍ତି ।

ଜିଲ୍ଲା ପରିଷଦ ନିର୍ବାଚନ: ୨୯୮ ସ୍ୱାଧୀନ ପ୍ରାର୍ଥୀ ପ୍ରମୁଖ ଦଳ ପାଇଁ କଣ୍ଟା

କୋଟିଆରେ ସବୁ ରାଜନୈତିକ ଦଳ ମିଳିତ ଭାବେ ଜଣକୁ ପ୍ରାର୍ଥୀ କରିଛନ୍ତି। ଏହି ଆସନକୁ ଛାଡି ବିଜେଡ଼ି ବାକି ୮୫୨ଟି ଜୋନ ପାଇଁ ପ୍ରାର୍ଥୀ ଦେଇଛି । ଗୋଟିଏ ଆସନରେ ଦଳୀୟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଥିବା ବେଳେ ମଇଦାନରେ ୮୫୧ ଜଣ ପ୍ରାର୍ଥୀ ଅଛନ୍ତି।

ପଞ୍ଚାୟତ ନିର୍ବାଚନ : ନିର୍ଦ୍ୱନ୍ଦରେ ଜିତି ୧୨୬ ସରପଞ୍ଚ ପ୍ରାର୍ଥୀଙ୍କ ବାଜିମାତ

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଗାଁ ପରିବେଶରୁ ଖାଲି ରାଜନୈତିକ ବାସ୍ନା ଆସୁଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ଆସନଠାରୁ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ସରପଞ୍ଚ ପାଇଁ ରାଜନୀତି ସରଗରମ ରହିଛି ।

ଜାତୀୟ ପର୍ଯ୍ୟଟନ ଦିବସ: ପର୍ଯ୍ୟଟନ ଦ୍ରୁତଗତିରେ ବିକଶିତ ହେଉଥିବା ବ୍ୟବସାୟିକ କ୍ଷେତ୍ର

ପ୍ରକୃତି ନିଜ କୋଳରେ ସଜାଇ ରଖିଥିବା ଦର୍ଶନୀୟ, ଆକର୍ଷଣୀୟ ମନଲୋଭା ସ୍ଥାନକୁ ଦେଖି ଆନନ୍ଦ ଉଠାଇବା ସକାଶେ ଭ୍ରମଣ କରିବା ପ୍ରୋତ୍ସାହନ ଦେବା ପାଇଁ ପାଳିତ ହୁଏ ଏହି ଦିବସ ।

କୋଭିଡ଼ ବିଷ୍ଫୋରଣ ପରିସ୍ଥିତିରେ ସ୍କୁଲ ଖୋଲିବା କେତେ ସମୀଚିନ?

ଉପରମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ପାଖାପାଖି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୭ ହଜାର ୨୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି  ।

ପଞ୍ଚାୟତ ଭୋଟ: ଓଡ଼ିଶା ରାଜନୀତି ଚଳଚଞ୍ଚଳ

ପଞ୍ଚାୟତ ଭୋଟକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ  । ଆଶାୟୀଙ୍କ ସଂଖ୍ୟା ବଢ଼ିବା ସହିତ ସ୍ଥାନୀୟ ନେତାଙ୍କର ମୁଣ୍ଡବ୍ୟଥା ଆରମ୍ଭ ହେଲାଣି। କାହାକୁ ସମର୍ଥନ ଦେବେ ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ବାଜି ମାରିନିଅନ୍ତି କ’ଣ ହେବ ରଣକୌଶଳ ?

ଗଣିଆର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଆସିଲାଣି ପର୍ଯ୍ୟଟନ ଋତୁ l  ଓଡ଼ିଶାରେ  ଅନେକ  ପର୍ଯ୍ୟଟନସ୍ଥଳୀ ରହିଛି l ସଜେଇ ହୋଇଗଲାଣି ପର୍ଯ୍ୟଟନସ୍ଥଳ ଗୁଡିକ l  କେତେକ ପର୍ଯ୍ୟଟନ ସ୍ଥାନ ରହିଛି ଯାହା ଅନେକଙ୍କ ପାଇଁ ଅଜଣା ମଧ୍ୟ l

ନୂଆବର୍ଷରେ ଗ୍ରୀଟିଙ୍ଗସ କାର୍ଡ – ମନେ ପଡ଼େ ସେ ପୁରୁଣା ଦିନ

ଜାନୁଆରୀ ୧ ଆସିଲା ମାନେ ସମସ୍ତେ ନବବର୍ଷ ର ଶୁଭେଚ୍ଛା ଆଊ ଅଭିନନ୍ଦନ ଦେବାରେ ଲାଗିପଡନ୍ତି  । ସଭ୍ୟତାର ତାଳେ ତାଳେ ସହରୀ ସଭ୍ୟତାର ଚାକଚକ୍ୟରେ ନୂଆ ବର୍ଷର ପରିଭାଷା ମଧ୍ୟ ବଦଳିଛି ।

‘ମହୁରି ସମ୍ମାନ’ ପାଇବେ କବି ଡ. ଗାୟତ୍ରୀବାଳା ପଣ୍ଡା

କବି ଡ. ଗାୟତ୍ରୀବାଳା  ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ ‘ମହୁରି ସମ୍ମ।ନ’ । ଓଡିଆ ସାହିତ୍ୟ ପତ୍ରିକା ପକ୍ଷରୁ ଗାୟତ୍ରୀବାଳା ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମ।ନ ପ୍ରଦାନ ନେଇ ଘୋଷଣା କରାଯାଇଛି ।

ଦେଓମାଳି – ପ୍ରକୃତିର ଅମୂଲ୍ୟ ଉପହାର

ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଦେଓମାଳି ପର୍ବତ ରାଣୀ ଭାବେ ପରିଚିତ ଓ ଏହା ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ।ଦେଶର ଅନ୍ୟ ଉପତ୍ୟକା ଭଳି ଦେଓମାଳି ମଧ୍ୟ ଆକର୍ଷଣୀୟ ।