Trending
- TNI News Digest – December 25, 2024
- Insight In 60 Words: Giriraj Singh demands ‘Bharat Ratna’ for Naveen Patnaik
- TNI Evening News Headlines – December 25, 2024
- Maa Manikeshwari University VC Sanjay Satapathy passes away
- TNI Daily Quote – December 25, 2024
- Sume-Gelirak: How Odisha’s Bonda Tribe Celebrates Their Culture
- TNI Morning News Headlines – December 25, 2024
- TNI News Digest – December 24, 2024
- Jharkhand Debate OVER; Polavaram Debate Begins
- TNI Evening News Headlines – December 24, 2024
Browsing Category
Odisha Insight
Odisha News is being published under this section.
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ସାମିଲ କରାଯାଇ ଯୋଗ୍ୟଙ୍କୁ ବାଦ୍ ଦିଆଯାଇଛି : ବିଜେପି
ରାଜ୍ୟରେ ଜଣେ ହେଲେ ବାସହୀନ ରହିବେ ନାହିଁ ଏବଂ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାର ଦାୟିତ୍ୱ ନେଇଛନ୍ତି କେନ୍ଦ୍ରରେ ମୋଦି ସରକାର ।
ଅଚିହ୍ନା ଶବପାଇଁ ସାହାରା ସାଜିଲା ଓଡ଼ିଶା ମୋ ପରିବାରର ‘ଶେଷ ସାଥି’
ସେବା ଓ ସମର୍ପଣର ଶକ୍ତ ସେତୁ ଓଡ଼ିଶା-ମୋ ପରିବାର ସର୍ବଦା ସାମାଜିକ ଦାୟିତ୍ଵବୋଧକୁ ସୁଚାରୁରୂପେ ତୁଲାଇଆସିଛି ।
ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।
ଦେବଗଡ଼ ବିଧାୟକ ଓ ମିଶନ ଶକ୍ତି ପ୍ରସଙ୍ଗକୁ ନେଇ ବିଜେଡି ବିଜେପି ନେତା ମୁହାଁ ମୁହିଁ; ପଢ଼ନ୍ତୁ ପୁରା ଖବର
ରାଜ୍ୟରେ କିଛିଟା ପ୍ରମୁଖ ବିଷୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଦଳ ବିଜେପି ବିଜେଡ଼ି। ଏହି ଟକ୍କର ପଛର ଉଦ୍ଦେଶ୍ୟ ହେଉଛି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ।
କଳାହାଣ୍ଡି ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବିକ ଅଧିକାର କମିଶନ
ଗାଁଲୋକେ ଗର୍ଭବତୀଙ୍କୁ ଖଟିଆରେ ଧରି ଦୁଇଟି ନଦୀ ପାର ହୋଇ ୫ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଁଚିଥିଲେ ।
ଭୁବନେଶ୍ୱର-ରାଉରକେଲା ବିମାନସେବା: ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ସରକାରଙ୍କୁ ସମାଲୋଚନା
ଓଡ଼ିଶା ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନ ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା କ୍ଷୋଭର ବିଷୟ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶା-ମୋ ପରିବାର ସହାୟତାରେ BSKY ଦ୍ୱାରା ନୂଆ ଜୀବନ ମିଳିଲା ନିରଞ୍ଜନଙ୍କୁ
ଅର୍ଥ ଅଭାବରୁ ନିଜର ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବାକୁ ଭୟ କରୁଥିଲେ ନିରଞ୍ଜନ ।
କଟକ ପୋଲିସ ଡିଜି ଅଫିସ ସାମ୍ନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ସସ୍ମିତା ଆଜି କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ କର୍ମଚାରୀ ମାନେ କାବୁ କରିଥିଲେ।
ଜାଣନ୍ତୁ ଓଡ଼ିଶାର କୋରାପୁଟ ଜିଲ୍ଲାର ୫ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ
ପ୍ରାକୃତିକ ବିଭବ ଓ ଐତିହରେ ଭରପୂର କୋରାପୁଟ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନସ୍ଥଳୀ। ଯାହାକି କେବଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ତାହା ନୁହେଁ, ଶ୍ରଦ୍ଧାଳୁ ମଧ୍ୟ ଛୁଟି ଆସନ୍ତି ଏଠାକୁ ।
କଳି ଯୁଗର କଂସ ମହାରାଜ ହୃଷିକେଶ ଭୋଇ
ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ 75 ବର୍ଷ ପୁରଣ ହୋଇଥିବାବେଳେ ଗତ 9 ବର୍ଷ ହେବ ମହାରାଜ କଂସ ଭୂମିକାରେ ସଫଳତାର ସହିତ ଅଭିନୟ କରିଆସୁଛନ୍ତି ଯାତ୍ରାର ମୁଖ୍ୟ ଅଭିନେତା ହୃଷିକେଶ ଭୋଇ ।