Trending
- Sofia Firdous Slams ‘Weak’ Gambling Bill, Seeks Stronger Penalties
- With his “Objectionable” Remarks on Gandhi Ji, Santosh Khatua puts BJP in a Fix
- TNI Evening News Headlines – December 04, 2025
- ITU-TRAI Workshop inaugurated in Bhubaneswar
- Mo Jungle Jami Scheme Halted; Lakhs of Tribals Affected, Says BJD
- Odia Culture Department Sanctions Rs 1 Crore for Bargarh Dhanu Jatra
- Bhakta Das urges President Murmu, PM Modi to recognize selfless service of Dr K Laxmi Bai
- 18 Naxals, 3 DRG Jawans Killed in Bijapur Encounter in Chhattisgarh
- Late Night Shocker: Navneet Sehgal resigns as Prasar Bharati Head
- Flight Disruptions Hit IndiGo as 250+ Flights Cancelled; DGCA Summons Airline
Browsing Category
Odisha Insight
Odisha News is being published under this section.
Odisha-Mo Parivar stands by bereaved Family from Ganjam
Bhubaneswar: 38-year-old Balaram Pradhan a resident of Khallikote, Ganjam was working in Ethiopia for the last one year.
On 4th August while on duty, due to sudden chest pain, he felt uneasy and was taken to a nearby hospital.…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) “କରପସନ୍ ମୋବିଲାଇଜେସନ ଅଫିସ”: ଓଡ଼ିଶା ବିଜେପି
ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରି ବା ବ୍ୟବସାୟୀ ଧରା ପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ ଅଛି ବୋଲି ସାମନାକୁ ଆସୁଛି ।
ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣର ୯ ବର୍ଷର ପୂର୍ତ୍ତି ଅବସରରେ ଶନିବାର ତାଳଚେର ଦେଉଳବେଡ଼ା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଏହା ପ୍ରଶ୍ନ କରିଛନ୍ତି ।
ବାହାନଗା ଲୋକଙ୍କୁ 5T ସଚିବ ପାଣ୍ଡିଆନଙ୍କ ପ୍ରଶଂସା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନ ଆଜି ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାର ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ।
ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ କ୍ଷୋଭ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
• ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
• ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ବସ୍ୱ ଦେଇଥିବା ମାଟି ହାଁସଦାଙ୍କ ଭଳି ଜଣେ ନିଷ୍ଠାପର ଅଫିସରଙ୍କ ମୃତ୍ୟୁ ନୈରାଶଜନକ…
5T ଗସ୍ତ: କନ୍ଧମାଳର ବିକାଶରେ ଆସିବ ବୈପ୍ଳବିକ ପରିବର୍ତ୍ତନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ୫T ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ, ଦାରିଙ୍ଗବାଡ଼ି, କେ. ନୂଆଗାଁ, ବାଲିଗୁଡା ଓ ଜି. ଉଦୟଗିରି ବ୍ଲକ ଗସ୍ତ କରିବା ସହ…
5ଟି ସଚିବଙ୍କ କନ୍ଧମାଳ ଗସ୍ତ – ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫T ସଚିବ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣିବା…
ବ୍ରହ୍ମଗିରି ଅଞ୍ଚଳର ଦେୱାନୀ ମକଦ୍ଦମାରେ ଓଡିଶା ମାନବାଧିକାର କମିଶନଙ୍କ ହସ୍ତକ୍ଷେପ
ଏହି ଆଦେଶ ବିରୁଦ୍ଧରେ ପ୍ରତିବାଦୀ ବାରିକମାନେ ପୁରୀ ଓକିଲ ସଂଘର ବରିଷ୍ଠ ଓକିଲ ଅଶୋକ ଦାସଙ୍କ ମାଧ୍ୟମରେ ଜିଲ୍ଲା ବିଚାରପତି, ପୁରୀଙ୍କ ଅଦାଲତରେ ଅପିଲ କରିବାରୁ ବିଜ୍ଞ ଜିଲ୍ଲା ବିଚାରପତି ଏହି ଆଦେଶ ଅଗ୍ରାହ୍ୟ କରିଦେଲେ।
ବିଜୁଳି କାଟ ଓ ଟାଟା ପାୱାର ବିରୁଦ୍ଧରେ ବିଜେପିର ରାଜ୍ୟବ୍ୟାପୀ ବିକ୍ଷୋଭ
ବିଜୁଳି ଯମଯନ୍ତ୍ରଣା ବେଳେ ମୁଖ୍ୟମନ୍ତ୍ରୀ ମୂକ ବଧିର କାହିଁକି?’, ‘ବଳକା ବିଜୁଳି କହୁଛ - ଅଘୋଷିତ ବିଜୁଳି କାଟ୍ କାହିଁକି ?’
ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର: ୧୧୨ କୋଟି ଟଙ୍କାର ପ୍ରକଳ୍ପ ପାଇଲା ଅନୁମୋଦନ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର।