Browsing Tag

Odia language

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତିକୁ ଭାଷା ଆନ୍ଦୋଳନ ତରଫରୁ ମୋହନ ସରକାରଙ୍କୁ ଧନ୍ୟବାଦ

ଓଡ଼ିଆରେ ଓଡିଶାର ଶାସନ ପାଇଁ ଭାଷା ଆନ୍ଦୋଳନ, ଓଡ଼ିଶାର ଦୀର୍ଘ ଦିନର ଆନ୍ଦୋଳନ ୨୦୧୯ ରେ ରୂପ ନେଇଥିଲେ ସୁଦ୍ଧା ତାହା ଗତକାଲି ରୂପରେଖରେ ପରିଣତ ହୋଇଛି,ଯାହାକୁ ମୂଳଦୁଆ କହିଲେ ଅତ୍ୟୁକ୍ତି ହେବନାହିଁ | ମାତୃଭାଷାରେ ସମୃଦ୍ଧି ପାଇଁ ଛାତ୍ର ଜୀବନରୁ ସୁଦୃଢ ହେଲେହିଁ ଜଣେ ବ୍ୟକ୍ତି ଯେ କୌଣସି…

ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ନେଇ ନିର୍ଦ୍ଦେଶନାମା ଜାରି

ସମସ୍ତ ସରକାରୀ ବେସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟରେ ନାମଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ସରକାରୀ ସ୍ତରରେ ନିର୍ଦେଶନାମା ଜାରି କରାଯାଇଛି । 

ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସ; ଜାଣନ୍ତୁ କେମିତି ଥିଲା ଆମ ମାତୃଭାଷାର ସଂଘର୍ଷମୟ ଇତିହାସ

୨୧ ଫେବୃଆରୀ ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବା ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ବରେ ଭାଷା, ସାଂସ୍କୃତିକ ବିବିଧତା, ବହୁଭାଷାର ବୃଦ୍ଧି ଏବଂ ବିଭିନ୍ନ ମାତୃଭାଷା ପ୍ରତି ଜାଗ୍ରତ ହେବା ଉଦେଶ୍ୟରେ ପ୍ରତି ବର୍ଷ ୨୧ ଫେବୃଆରୀକୁ ଅନ୍ତରାଷ୍ଟ୍ରୀୟ ମାତୃଦିବସ ଭାବେ ପାଳନ କରାଯାଏ ।