ସାମ୍ବାଦିକଙ୍କ ଉପରେ ପୋଲିସର ଜୁଲମ, ବଢୁଛି ଅସନ୍ତୋଷ
ସତ୍ୟ ଘଟଣା ଦେଖାଇବାରୁ ସାମ୍ବାଦିକଙ୍କୁ ଦବାଇବାକୁ ପ୍ରୟାସ । ସାମ୍ବାଦିକଙ୍କୁ ଗିରଫ ଘଟଣାରେ ତେଜିଛି ଅସନ୍ତୋଷ । ମାଲକାନଗିରିରେ ଅର୍ଗସ ସମ୍ବାଦିକଙ୍କ ସହ ଅନ୍ୟ ଗଣମାଧ୍ୟମର ୪ ଜଣ ସାମ୍ବାଦିକଙ୍କୁ ପୋଲିସ ରାତି ଅଧରେ ଗିରଫ ଘଟଣା ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।