Browsing Tag

Bollywood

ଇଡି ଜାଲରେ ଜ୍ୟାକଲିନ ଫର୍ଣ୍ଣାଡିଜ; ୭ କୋଟିରୁ ଅଧିକ ସମ୍ପତ୍ତି ଜବତ

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ବଢିଛି ଅଡୁଆ ।  ଅଭିନେତ୍ରୀଙ୍କ ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ ହୋଇଛି । ଇଡି ଜବତ କରଥିବା ସମ୍ପତ୍ତି ମଧ୍ୟରେ ରହିଛି କୋଟି କୋଟି ଟଙ୍କାର ଦାମୀ ଉପହାର, ଯାହା କି ଅପରାଧର ଆୟ ବୋଲି ଇଡି ସ୍ପଷ୍ଟ ସୂଚନା ଦେଇଛି ।