Browsing Tag

BJD

ପଞ୍ଚାୟତ ଭୋଟ: ଓଡ଼ିଶା ରାଜନୀତି ଚଳଚଞ୍ଚଳ

ପଞ୍ଚାୟତ ଭୋଟକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ  । ଆଶାୟୀଙ୍କ ସଂଖ୍ୟା ବଢ଼ିବା ସହିତ ସ୍ଥାନୀୟ ନେତାଙ୍କର ମୁଣ୍ଡବ୍ୟଥା ଆରମ୍ଭ ହେଲାଣି। କାହାକୁ ସମର୍ଥନ ଦେବେ ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ବାଜି ମାରିନିଅନ୍ତି କ’ଣ ହେବ ରଣକୌଶଳ ?

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ଥୋପ!

ମୁଣ୍ଡ ଉପରକୁ ଆସିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଇଥିଲେ କାଳିଆ ସହାୟତା ଆଉ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୦୦୦ ଟଙ୍କା କୋଭିଡ ସହାୟତା ରାଜ୍ୟବାସୀଙ୍କୁ ଦେବେ ରାଜ୍ୟ ସରକାର ।

ଓଡ଼ିଶାରେ ପଞ୍ଚାୟତ ଭୋଟକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ

ପାଖେଇ ଆସିଲାଣି ୨୦୨୨ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ଭୋଟ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହେବାପରେ  ରାଜ୍ୟ ରାଜନୀତି ହୋଇପଡିଛି  ଚଳଚଞ୍ଚଳ।