Browsing Tag

Cyclone

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ, ମନରୁ ଲିଭିନି ସେ ପ୍ରଳୟଙ୍କରୀ ଦୃଶ୍ୟ

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ। ୧୯୯୯ ମସିହା ଅକ୍ଟୋବର ୨୯ରେ ଓଡ଼ିଶାରେ ସାମୁଦ୍ରିକ ଝଡ଼ ରଚିଥିଲା ସଂହାର ଲୀଳା। ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖାଇ ଦେଇ‌ଥିଲା ୧୯୯୯ ମହାବାତ୍ୟା। ପ୍ରକୃତିର କରାଳ ରୂପ ଦେ‌ଖିଥିଲେ ଓଡ଼ିଶାବାସୀ। ପ୍ରକୃତି ରଚିଥିଲା ତା'ର ମହାତାଣ୍ଡବ।…