Odisha Insight ଗଞ୍ଜାମ ଜିଲ୍ଲାରେ ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ Ananta Mahanty Jun 29, 2021 ସରକାରୀ ସ୍ତରରେ ଯଦି ଢିଲା ପଣ ଦେଖାଯାଏ ଲୋକସଂଖ୍ଯା ଘନତ୍ୱର ଗଞ୍ଜାମ ଜିଲ୍ଲାରେ ଯେଉଁ ସାମାଜିକ ଚଳଣିର ବ୍ଯବସ୍ଥା ଅଛି କରୋନା ସଂକ୍ରମଣ ପୁଣି କନ୍ଦାଇବ।
Odisha Insight ଟିକାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗିର ଭିତିରି କଥା Ananta Mahanty Jun 27, 2021 କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ଯ ମନ୍ତ୍ରାଳୟ ସୂଚନା ପତ୍ରରେ ସ୍ପଷ୍ଟ କରିଛନ୍ତି ଯେ ୧୮-୦୬-୨୦୨୧ ସୁଦ୍ଧା ରାଜ୍ଯ ସରକାରଙ୍କୁ ଟିକା କ୍ରୟ କରିବା ପାଇଁ କୌଣସି ଅନୁଦାନ ଦେଇନାହାଁନ୍ତି।
Odisha Insight ଆୟୁର୍ବେଦ ଚିକିତ୍ସା ପ୍ରତି ରାଜ୍ଯ ସରକାର ଗୁରୁତ୍ୱ ଦିଅନ୍ତୁ Ananta Mahanty Jun 26, 2021 କେନ୍ଦ୍ର ସରକାର ଆୟୁର୍ବେଦ ଚିକିତ୍ସାକୁ ବିଶ୍ୱସ୍ତରୀୟ ଆଦୃତ କରାଇବା ପାଇଁ ପ୍ରୟାସ ବେଳେ ଓଡିଶାର ବିଶ୍ୱସ୍ତରୀୟ ଶାସନ ବ୍ଯବସ୍ଥାରେ ଆୟୁର୍ବେଦ ରସାତଳକୁ ଯାଉଛି।
Odisha Insight ଓଡିଶାରେ ଏକ୍ମୋ ଚିକିତ୍ସା ଏକ ବଡ ଆହ୍ୱାନ ହେବ Ananta Mahanty Jun 10, 2021 ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ଲହରରେ ପ୍ରାୟ ୧୭ ପ୍ରତିଶତ ରୋଗୀ ଗୁରୁତର ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଏକ୍ମୋ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି।