TNI Bureau: The ruling Biju Janata Dal (BJD) on Friday evening released videos showing ruined roofs & walls of several mathas & temples in different parts of India which have collapsed due to lack of safety measures leading to casualties.
The State Government is serious this time in the wake of possible terrorist attack at Puri, Jagannath temple.
So it is imperative to implement various security related suggestions and make people aware on Transformation of Puri, as mentioned in the videos.
ଆତଙ୍କବାଦର କୌଣସି ଧର୍ମ ନାହିଁ। ଦେଶର ବିଭିନ୍ନ ଧାର୍ମିକ ସ୍ଥଳ ଉପରେ ଆତଙ୍କବାଦୀ ଆକ୍ରମଣର ନଜିର ରହିଛି। ତେଣୁ ଲକ୍ଷ ଲକ୍ଷ ଭକ୍ତଙ୍କ ଜୀବନ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏବେ ଠାରୁ ଆମକୁ ଯତ୍ନବାନ ହେବାକୁ ପଡିବ। ଆସନ୍ତୁ, ପ୍ରଭୁ ଜଗନ୍ନାଥ ସଂସ୍କୃତି ଓ ଧାମକୁ ଆହୁରି ସୁରକ୍ଷିତ କରିବା। #TransformingPuri pic.twitter.com/HEepcZCI1V
— Biju Janata Dal (@bjd_odisha) September 6, 2019
ଭାରତର ଅନେକ ସ୍ଥାନରେ ମଠ, ମନ୍ଦିରର ଦୁର୍ବଳ କାନ୍ଥ ଓ ଛାତ ଭୁସୁଡି ଅନେକ ଲୋକଙ୍କ ଜୀବନ ଯାଇଛି। ଯଦି ସେଭଳି ଅଭାବନୀୟ, ଦୁଃଖଦ ଦୁର୍ଘଟଣା ପୁରୀରେ ହୁଏ ? ବେଳ ଥାଉ ପଦକ୍ଷେପ ନେଲେ ଏପରି ସ୍ଥିତିକୁ ଆମେ ଏଡାଇ ପାରିବା। ଆସନ୍ତୁ, ସହଯୋଗର ହାତ ବଢାଇ ପୁରୀକୁ ସମସ୍ତଙ୍କ ପାଇଁ ନିରାପଦ କରିବା। #TransformingPuri pic.twitter.com/udP2IL3gF7
— Biju Janata Dal (@bjd_odisha) September 6, 2019
Comments are closed.