Browsing Tag

Odisha

ଅପରାଜିତାଙ୍କ ପକ୍ଷ ଛେଦନ; ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ବୃଦ୍ଧି

ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା । ଓଡ଼ିଶା ବିଜେପିରେ ଚାଲିଛି ଶୀତଳ ଯୁଦ୍ଧ । ଅପରାଜିତା ଷଡ଼ଙ୍ଗୀ ଦଳୀୟ ସଂଗଠନରେ ଧ୍ୟାନ ନ ଦେଇ ବ୍ୟକ୍ତିଗତ ଭାବେ ସମାନ୍ତରାଳ ସଂଗଠନ ଗଢ଼ି ନିଜର ପ୍ରଚାର କରୁଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ସଦୃଶ ।

‘ପରବ’ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ-କୋଟିଆ

କୋରାପୁଟ ଲୋକ ମହୋତ୍ସବ ‘ପରବ’ ର ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ କୋଟିଆ । ଆନ୍ଧ୍ରର ଅନୁପ୍ରବେଶ ପାଇଁ ଚର୍ଚ୍ଚାରେ ରହିଛି କୋଟିଆ।

ପ୍ରସିଦ୍ଧ ଦିଲ୍ଲୀ ହାଟରେ ‘ଆଦି ମହୋତ୍ସବ’

ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଣ୍ଟି ଦେଶୀୟ ସାମଗ୍ରୀକୁ ନେଇ ଦିଲ୍ଲୀ ହାଟରେ  ‘ଆଦି ମହୋତ୍ସବ’। ଓଡ଼ିଶାର ବିଭିନ୍ନ ଆଦିବାସୀ ଅଞ୍ଚଳରୁ କାରିଗରମାନେ ନିଜର ସାମଗ୍ରୀ ଓ କଳାବସ୍ତୁ ବିକ୍ରି କରୁଛନ୍ତି ।