Browsing Tag

Odisha Politics

ଜିଲ୍ଲା ପରିଷଦ ନିର୍ବାଚନ: ୨୯୮ ସ୍ୱାଧୀନ ପ୍ରାର୍ଥୀ ପ୍ରମୁଖ ଦଳ ପାଇଁ କଣ୍ଟା

କୋଟିଆରେ ସବୁ ରାଜନୈତିକ ଦଳ ମିଳିତ ଭାବେ ଜଣକୁ ପ୍ରାର୍ଥୀ କରିଛନ୍ତି। ଏହି ଆସନକୁ ଛାଡି ବିଜେଡ଼ି ବାକି ୮୫୨ଟି ଜୋନ ପାଇଁ ପ୍ରାର୍ଥୀ ଦେଇଛି । ଗୋଟିଏ ଆସନରେ ଦଳୀୟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଥିବା ବେଳେ ମଇଦାନରେ ୮୫୧ ଜଣ ପ୍ରାର୍ଥୀ ଅଛନ୍ତି।

ଅପରାଜିତାଙ୍କ ପକ୍ଷ ଛେଦନ; ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ବୃଦ୍ଧି

ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା । ଓଡ଼ିଶା ବିଜେପିରେ ଚାଲିଛି ଶୀତଳ ଯୁଦ୍ଧ । ଅପରାଜିତା ଷଡ଼ଙ୍ଗୀ ଦଳୀୟ ସଂଗଠନରେ ଧ୍ୟାନ ନ ଦେଇ ବ୍ୟକ୍ତିଗତ ଭାବେ ସମାନ୍ତରାଳ ସଂଗଠନ ଗଢ଼ି ନିଜର ପ୍ରଚାର କରୁଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ସଦୃଶ ।

ମାହାଙ୍ଗା ଡବଲ ମର୍ଡ଼ର: ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପି, କଂଗ୍ରେସର ଯୁଦ୍ଧଂ ଦେହି ଡାକରା

ବଢିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ । ପ୍ରତାପଙ୍କ ବିରୁଦ୍ଧରେ ବିରୋଧୀଙ୍କ ସ୍ୱର ଶାଣିତ ହୋଇଛି ।