Browsing Tag

IMD Bhubaneswar

ଆଗାମୀ ୩ଦିନ ପର୍ଯ୍ୟନ୍ତ ବର୍ଷିବ ନିଆଁ, ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆହୁରି ୩ ଦିନ କଲବଲ କରିବ ଟାଣ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢିପାରେ । ଆଜି ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଖରା ଓ ଗୁଳୁଗୁଳି ପରେ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି ଅତିବାଇଗଣୀ ରଶ୍ମି

ଚଳଚଞ୍ଚଳ ରାଜଧାନୀର ରାଜପଥ ଏବେ  ଖାଁଖାଁ । ଗ୍ରୀଷ୍ମପ୍ରବାହ ଯୋଗୁଁ ଲାଗୁଛି ଯେମିତି ସାରା ଓଡ଼ିଶା ଜଳିବା ଆରମ୍ଭ କରିଛି । ସପ୍ତାହେ ହେଲା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରଭାବକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। କିଏ ଗଛ ତଳ ତ ଆଉ କିଏ ରାସ୍ତାକଡ଼ ଉଠା ଦୋକାନରେ ଛାଇ ଟିକେ…