TNI Bureau: Amidst eviction drive around Srimandir in pilgrim city Puri, #TransformingPuri is now trending on Twitter.
Day after Chief Minister Naveen Patnaik had announced a special rehabilitation package for the protection zone of centuries old shrine, leaders from Biju Janata Dal (BJD) today took to Twitter to make people aware about the measures taken by Odisha Government to make Puri as ‘World’s Heritage City’.
ସୁରକ୍ଷା ଜୋନ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବା ପରେ ବଢୁଛି ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟ। ରାଜ୍ୟ ସରକାର ପୁରୀ ପାଇଁ କରିଥିବା ସ୍ଵତନ୍ତ୍ର ଘୋଷଣା ଦ୍ଵାରା ମନ୍ଦିରର ଚତୁଃପାର୍ଶ୍ଵ ପୁନର୍ବିକାଶ, ରାସ୍ତାର ପ୍ରଶସ୍ତିକରଣ, ଆଲୋକୀକରଣ ବ୍ୟବସ୍ଥା ପୁରୀକୁ ଏକ ବିଶ୍ଵ ପର୍ଯ୍ୟଟନସ୍ଥଳୀଭାବେ ଗଢି ତୋଳିବ। #TransformingPuri pic.twitter.com/WsgeeJOjPb
— Biju Janata Dal (@bjd_odisha) September 5, 2019
ବଦଳୁଛି ଶ୍ରୀକ୍ଷେତ୍ର। ବଡଦାଣ୍ଡଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଥିବା ବିଭିନ୍ନ ଭିତ୍ତିଭୂମିର ବିକାଶ ହେବା ସହ ହେଉଛି ନବୀକରଣ। ଜଗନ୍ନାଥଧାମକୁ ବିଶ୍ୱପ୍ରସିଦ୍ଧ ଐତିହ୍ୟସ୍ଥଳି କରିବା ପାଇଁ ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ନେତୃତ୍ବରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଇଛି ତାହା ପ୍ରଶଂସନୀୟ।#TransformingPuri pic.twitter.com/BtQ0vOp29Z
— Anubhav Mohanty (@AnubhavMohanty_) September 5, 2019
ଶ୍ରୀକ୍ଷେତ୍ରର ଐତିହ ଓ ସଂସ୍କୃତିର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ । ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ଉଚ୍ଛେଦ ଦ୍ଵାରା କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। #TransformingPuri pic.twitter.com/eKuGVT7Frq
— Pranab Prakash Das (@pranabpdas) September 5, 2019
ଶ୍ରୀକ୍ଷେତ୍ରର ଐତିହ ଓ ସଂସ୍କୃତିର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ ଧ। ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵରୁ ବିସ୍ଥାପନ କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଓ ମନ୍ଦିର ସୁରକ୍ଷା ନୁହେଁ, ଏହା ପୁରୀର ଉନ୍ନତିରେ ମଧ୍ୟ ସହାୟକ ହେବ ।#TransformingPuri pic.twitter.com/5gIhHqHXoU
— Pratap Jena (@jenapratap66) September 5, 2019
ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵରୁ ବିସ୍ଥାପନ କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନୁହେଁ, ପୁରୀ ଓ ଶ୍ରୀଜଗନ୍ନାଥ ମନ୍ଦିରକୁ ଏକ ବିଶ୍ଵ ପର୍ଯ୍ୟଟନସ୍ଥଳୀଭାବେ ଗଢି ତୋଳିବ । #Odisha #TransformingPuri pic.twitter.com/KOmosWLWRW
— Subrat Chhatoi (@subratchhatoi) September 5, 2019
ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵରୁ ବିସ୍ଥାପନ କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଓ ମନ୍ଦିର ସୁରକ୍ଷା ନୁହେଁ, ଏହା ଭକ୍ତଙ୍କ ପାଇଁ ଦର୍ଶନକୁ ସହଜ ଓ ପୁରୀର ଉନ୍ନତିରେ ମଧ୍ୟ ସହାୟକ ହେବ। ଆସନ୍ତୁ, ପୁରୀ ଓ ଶ୍ରୀମନ୍ଦିରକୁ ବିଶ୍ୱରେ ଏକ ବଡ଼ ଆକର୍ଷଣ କରିବାରେ ସହଯୋଗ କରିବା। ମିଥ୍ୟା ଅପପ୍ରଚାରରୁ ଦୂରେଇ ରହିବା। #TransformingPuri pic.twitter.com/boFmFSgCIi
— Biju Janata Dal (@bjd_odisha) September 5, 2019
Comments are closed.