Odisha Insight କର୍ମଭୂମି ଗଞ୍ଜାମରୁ ନବୀନଙ୍କ ଶଙ୍ଖନାଦ Tanushree Mahapatra Dec 13, 2021 ମୁଖ୍ୟମନ୍ତ୍ରୀ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ । ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5 ଟି ସଚିବ ଭି କେ ପାଣ୍ଡିୟନ ମଧ୍ୟ ନଜରରେ ଆସିଥିଲେ |