News Bulletin 56 New Courts with 840 Posts to be Opened in Odisha The News Insight Jul 23, 2025 Mohan Charan Majhi-led Odisha Government has given its approval for opening a total of 56 new courts in different districts of the State.
Odisha Insight ରାଜ୍ୟରେ ପ୍ରତିଷ୍ଠା ହେବି ୩୪ଟି ନୂଆ ଅଦାଲତ Tanushree Mahapatra May 2, 2022 ରାଜ୍ୟରେ ସରଳ ହେବାକୁ ଯାଉଛି ନ୍ୟାୟିକ ପ୍ରକ୍ରିୟା । ବିଭିନ୍ନ ଜିଲ୍ଲାରେ ଏବେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମାରିଛନ୍ତି ମୋହର । ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।