Browsing Tag

BJD

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡ଼ିର ଯୁଦ୍ଧ ଡାକରା

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ ଜାରି ରଖିବା ସହିତ ଆଗକୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ବିଜେଡ଼ିର କର୍ମୀ ଏବଂ ମନ୍ତ୍ରୀମାନେ ।

ରାଜନୀତିର ଅସ୍ତ୍ର ‘ଅଣ୍ଡାମାଡ଼’

ରାଜନୀତିର ଅସ୍ତ୍ର ପାଲଟିଛି ‘ଅଣ୍ଡାମାଡ଼’ । କିଛି ମାସ ହେବ ରାଜ୍ୟରେ ନେତାମାନେ ହୀନ ରାଜନୀତି କରୁଥିବା ଦୃଷ୍ଟିଗୋଚର ହେଉଛି। ସେ ଶାସନ ଦଳ ହେଉକି କଂଗ୍ରେସ , ବିଜେପି, ସମସ୍ତେ ହୀନ ରାଜନୀତିକୁ ପ୍ରଶୟ ଦେଉଛନ୍ତି ।